ସଂସଦରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ଓଡ଼ିଶାର ଉଦାହରଣ ଦେଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ଆଜି ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏହି ଅବସରରେ ସେ ଓଡ଼ିଶାର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରି ନାହିଁ। ସେହିପରି ନାଗାଲାଣ୍ଡ ଓ ଗୋଆରେ ୨୮ ବର୍ଷ ହେଲା ଜିତିପାରିନି। ତାମିଲନାଡୁରେ ୧୯୬୨ ପରେ ଦଳ ଆଉ କ୍ଷମତାକୁ ଫେରିନି। ଗୁଜରାଟ ଓ ୟୁପିରେ ବି ଦଳ ଆଉ କ୍ଷମତାକୁ ଆସି ପାରୁନି। […]

Modi

Modi

Jitendra Garnayak
  • Published: Monday, 07 February 2022
  • Updated: 07 February 2022, 06:29 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ଆଜି ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏହି ଅବସରରେ ସେ ଓଡ଼ିଶାର ଉଦାହରଣ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରି ନାହିଁ। ସେହିପରି ନାଗାଲାଣ୍ଡ ଓ ଗୋଆରେ ୨୮ ବର୍ଷ ହେଲା ଜିତିପାରିନି। ତାମିଲନାଡୁରେ ୧୯୬୨ ପରେ ଦଳ ଆଉ କ୍ଷମତାକୁ ଫେରିନି। ଗୁଜରାଟ ଓ ୟୁପିରେ ବି ଦଳ ଆଉ କ୍ଷମତାକୁ ଆସି ପାରୁନି। କିନ୍ତୁ ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଙ୍କାର ଛାଡ଼ିପାରିନି।

ସେ କହିଛନ୍ତି, ଅନ୍ଧ ବିରୋଧ ଲୋକତନ୍ତ୍ରର ପରିପନ୍ଥୀ। କରୋନା ଲକ୍‌ଡାଉନ୍‌ ଚାଲିଥିବା ବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା। ଶ୍ରମିକମାନଙ୍କୁ ମାଗଣା ଟିକେଟ ଦେଇ ଘରକୁ ପଠାଇ ସଂକ୍ରମଣ ବଢ଼ାଇଥିଲା। କରୋନା ମୋଦି ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବିଥିଲେ। କଂଗ୍ରେସର କେତେ ନେତା ଲୋକଙ୍କୁ କରୋନା ସଚେତନ କରିଥିଲେ? ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି।

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନଆସିବାକୁ। ପିଢ଼ି ପରେ ପିଢ଼ି ମହଲରେ ବସିଥିବା ଲୋକ ଚାଷୀଙ୍କ ଦୁଃଖ ବୁଝିପାରିବେନି।
ସେମାନଙ୍କୁ ଚାଷୀଙ୍କ ନାଁ ନେଇ ରାଜନୀତି କରିବାର ଅଧିକାର ନାହିଁ। ଆପଣଙ୍କ ପାଇଁ ଫାଇଲ ବଡ଼। ଆମ ପାଇଁ ଲୋକଙ୍କ ଲାଇଫ୍ ବଡ଼।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶକୁ ଉତ୍ତୁଙ୍ଗ ଶିଖରରେ ପହଞ୍ଚାଇବାକୁ ଆମେ ସଂକଳ୍ପ ବଦ୍ଧ। ଦେଶ ସଶକ୍ତ ହୋଇ ଆଗକୁ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଦିଆଯାଉଛି। ଗରିବଙ୍କୁ ପକ୍କା ଘର, ଶୌଚାଳୟ ଓ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଛି। କରୋନା ଆରମ୍ଭରେ ବିଶ୍ୱ ଭାବୁଥିଲା ଭାରତ ମୁକାବିଲା କରିପାରିବନି। ଆଜି ଭାରତ ତାର ଶକ୍ତି ପ୍ରଦର୍ଶନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story