ନାବାଳିକାକୁ ମାସେକାଳ ନାବାଳକର ଦୁଷ୍କର୍ମ ଅଭିଯୋଗ

ଲକ୍ଷ୍ନୌ: ଜଣେ ୧୫ ବର୍ଷର ନାବାଳିକାକୁ ଜଣେ ନାବାଳକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ମାସେ କାଳ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବାଲିଆର ଏକ ଗାଁରୁ ଏଭଳି ଅଭିଯୋଗ ଆସିଛି। ନାବାଳିକା ଜଣକୁ ମାସେ ହେବ ଜଣେ ୧୭ ବର୍ଷର ବାଳକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ତାଙ୍କ ଘର ମଧ୍ୟ ପୀଡ଼ିତାଙ୍କ ଗାଁରେ। ଡିସେମ୍ବର ୨୫ରେ ଏନେଇ ଅଭିଯୋଗ ହୋଇଥିଲା। ଝିଅର ବାପାଙ୍କ ଅଭିଯ୍ ଗ ଅନୁଯାୟୀ […]

stoprape

stoprape

Tapas Behera
  • Published: Friday, 13 January 2023
  • Updated: 13 January 2023, 08:18 PM IST

Sports

Latest News

ଲକ୍ଷ୍ନୌ: ଜଣେ ୧୫ ବର୍ଷର ନାବାଳିକାକୁ ଜଣେ ନାବାଳକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ମାସେ କାଳ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବାଲିଆର ଏକ ଗାଁରୁ ଏଭଳି ଅଭିଯୋଗ ଆସିଛି। ନାବାଳିକା ଜଣକୁ ମାସେ ହେବ ଜଣେ ୧୭ ବର୍ଷର ବାଳକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ତାଙ୍କ ଘର ମଧ୍ୟ ପୀଡ଼ିତାଙ୍କ ଗାଁରେ। ଡିସେମ୍ବର ୨୫ରେ ଏନେଇ ଅଭିଯୋଗ ହୋଇଥିଲା।

ଝିଅର ବାପାଙ୍କ ଅଭିଯ୍ ଗ ଅନୁଯାୟୀ ମାମଲା ରୁଜୁ  ହୋଇଥିବା  ଡେପୁଟି ପୋଲିସ ଅଧୀକ୍ଷକ ରସଦା ଶିଭନାରାୟଣ କହିଛନ୍ତି। ଗୁରୁବାର ଗୁଜରାଟରୁ ନିଜ ଗାଁକୁ ଫେରିଥିବା ବେଳେ ନାଗ୍ରା ସହରର ଗାଡୱାରମୋର୍ ନିକଟରେ ଅଭିଯୁକ୍ତ ନାବାଳକକୁ  ଗିରଫ କରାଯାଇଛି । ଅଭିଯୁକ୍ତକୁ  ଶିଶୁ ସୁଧାର ଗୃହକୁ ପଠାଯାଇଛି ବୋଲି ପୁଲିସ କହିଛି । ନାବାଳିକାଙ୍କ ବିବୃତ୍ତି ଆଧାରରେ ପକ୍ସୋ ଆକ୍ଟ ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରାଯାଇଛି। ନାବାଳିକାକୁ  ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story