ରାତିରେ ପୁଲିସ୍‌କୁ ଆକ୍ରମଣ‍, ସକାଳେ ମୁଖ୍ୟ ଅଭିଯୁକ୍ତର ଭାଇକୁ ଏନକାଉଣ୍ଟର୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମଙ୍ଗଳବାର ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ଏନକାଉଣ୍ଟରେ ମାରିଦିଆଯାଇଛି। ଯେଉଁ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି, ସେ ମୁଖ୍ୟ ଅଭିଯୁକ୍ତ ମୋତି ଧୀମରର ଭାଇ ଏଲଗାର ବୋଲି କୁହାଯାଉଛି। କାସଗଞ୍ଜର ସିଢ଼ପୁରା ଅଞ୍ଚଳରେ ନଗଲା ଧୀମର ଗାଁରେ ବେଇଆନ୍ ମଦ ବିକ୍ରି ଖବର ପାଇ ପୁଲିସ୍ ମଙ୍ଗଳବାର ରେଡ୍ କରିଥିଲା। ଏହି ସମୟରେ ପୁଲିସ୍ ଓ ମଦ ମାଫିଆଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ଏହି ଏନକାଉଣ୍ଟର […]

up

up

Ranjit Kumar Jena
  • Published: Wednesday, 10 February 2021
  • Updated: 10 February 2021, 01:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମଙ୍ଗଳବାର ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ଏନକାଉଣ୍ଟରେ ମାରିଦିଆଯାଇଛି। ଯେଉଁ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି, ସେ ମୁଖ୍ୟ ଅଭିଯୁକ୍ତ ମୋତି ଧୀମରର ଭାଇ ଏଲଗାର ବୋଲି କୁହାଯାଉଛି। କାସଗଞ୍ଜର ସିଢ଼ପୁରା ଅଞ୍ଚଳରେ ନଗଲା ଧୀମର ଗାଁରେ ବେଇଆନ୍ ମଦ ବିକ୍ରି ଖବର ପାଇ ପୁଲିସ୍ ମଙ୍ଗଳବାର ରେଡ୍ କରିଥିଲା। ଏହି ସମୟରେ ପୁଲିସ୍ ଓ ମଦ ମାଫିଆଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା।

ଏହି ଏନକାଉଣ୍ଟର ପରେ ବୁଧବାର ସକାଳେ କାସଗଞ୍ଜର ଏସପି ମନୋଜ ସୋନର କହିଛନ୍ତି, 'ମଙ୍ଗଳବାରର ଘଟଣା ପରେ କିଛି ପୁଲିସ୍ ଟିମ୍ ଦୁଇ ମୋଷ୍ଟ ୱାଣ୍ଟେଡ୍ ଅପରାଧିଙ୍କ ସମେତ ଆଉ କିଛି ଲୋକଙ୍କୁ ସନ୍ଧାନ କରୁଥିଲା। ଏହାରି ଭିତରେ କାଲି ନଦୀର ଖାଦରରେ ମଦ ମାଫିଆଙ୍କ ସହ ସଂଘର୍ଷ ହୋଇଥିଲା, ଯେଉଁଥିରେ ଗୁଳିବିନିମୟରେ ମୁଖ୍ୟ ଅଭିଯୁକ୍ତ ମୋତି ଧୀମରର ଭାଇ ଏଲଗାର ଆଘାତ ପାଇଥିଲା। ତା'ର ଅନ୍ୟ ସହଯୋଗୀ ଅନ୍ଧାରର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଘାତପ୍ରାପ୍ତ ଅଭିଯୁକ୍ତର ଚିକିତ୍ସା ପାଇଁ ସିଏଚସି ସିଢ଼ାପୁର ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।'

https://twitter.com/UPNBT/status/1359330872608972804?s=20

ସୂଚନାଯୋଗ୍ୟ, ମଙ୍ଗଳବାର ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ଠିକଣାରେ ପୁଲିସ୍‌ ରେଡ୍‌ କରିଥିଲା। ତେବେ ଏହି ସମୟରେ ପୁଲିସ୍ ଉପରକୁ ମଦ ମାଫିଆମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ପୁଲିସ୍‌ କନଷ୍ଟେବଳ ପ୍ରାଣ ହରାଇଥିବା ବେଳେ ରେଡ୍‌ରେ ସାମିଲ ଥିବା ସବ୍‌ ଇନସପେକ୍ଟର(ଏସଆଇ) ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି। ଏହାସହ ଯୋଗୀ ସରକାରଙ୍କ ତରଫରୁ ମୃତ ପୁଲିସ୍ କନଷ୍ଟେବଳଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଏବଂ ଚାକିରୀ ଦେବାକୁ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story