ମନ୍ତ୍ରିମଣ୍ଡଳ ଅଦଳବଦଳ: କିଏ ସାମିଲ ହେଲେ ଓ କିଏ ବାଦ ପଡ଼ିଲେ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍‌ରେ ୪୩ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ କରିବେ। ଏହାପୂର୍ବରୁ ଅନେକ ହେଭିୱେଟ ମନ୍ତ୍ରୀ ପଦ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି ହେଭିୱେଟଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଓ ପରିବେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ବାବୁଲ […]

Modi3

Modi3

Hemant Lenka
  • Published: Wednesday, 07 July 2021
  • Updated: 07 July 2021, 05:17 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍‌ରେ ୪୩ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ କରିବେ।

ଏହାପୂର୍ବରୁ ଅନେକ ହେଭିୱେଟ ମନ୍ତ୍ରୀ ପଦ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି ହେଭିୱେଟଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଓ ପରିବେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଅଛନ୍ତି। ସେହିପରି କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିଛି।

କେଉଁମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଓ କାହାବୁ ବାଦ ଦିଆଗଲା

ବିଦା ହୋଇଥିବା ମନ୍ତ୍ରୀ

୧-ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ)

୨-ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ)

୩-ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ)

୪-ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ)

୫-ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ)

୬-ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ)

୭-ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ )

୮-ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ)

୯-ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ)

୧୦-ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ)

୧୧-ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ)

୧୨-ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ)

କେଉଁମାନା ସାମିଲ ହେବେ

୧-ଜ୍ୟୋତିରାଦିତ୍ୟ ସିନ୍ଧିଆ

୨-ସର୍ବାନନ୍ଦ ସୋନୱାଲ

୩-ବିଶ୍ୱେଶ୍ୱର ଟୁଡୁ

୪-ଅଶ୍ୱିନୀ ବୈଷ୍ଣବ

୫-ନାରାୟଣ ରାଣେ

୬-ଅନୁପ୍ରିୟା ପଟେଲ

୭-କପିଲ ପଟେଲ

୮-ମୀନାକ୍ଷୀ ଲେଖି

୯-ଅଜୟ ଭଟ୍ଟ

୧୦-ଭୂପେନ୍ଦ୍ର ଯାଦବ

୧୧-ସୁନିତା ଦୁଗାଲ

୧୨-ପଶୁପତି ପାରସ

୧୩-ଭାରତୀ ପାୱର

୧୪-ଶୋଭା କାରାଣ୍ଡଲାଜେ

୧୫- ଏଲ ମୁରୁଗାନ

୧୬-ରାମନାଥ ଠାକୁର

୧୭-ପଙ୍କଜ ଚୌଧୁରୀ

୧୮-ଆରସିପି ସିଂହ

୧୯- ନିଶିତ ପରମାଣିକ

୨୦-ଜନ ବର୍ଲା

୨୧-ଶାନ୍ତୁନ ଠାକୁର

୨୨-ସୁଭାଷ ସରକାର

୨୩- ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ

୨୪-ଦିଲେଶ୍ୱର କାମାତ

୨୫-ରାହୁଲ କସୱା

୨୬-ପ୍ରତିମା ଭୌମିକ

କେଉଁମାନେ ପାଇବେ ପଦୋନ୍ନତି

୧-ଅନୁରାଗ ଠାକୁର

୨-ଜି କିଶନ ରେଡ୍ଡୀ

୩-ପୁରୁଷୋତ୍ତମ ରୂପାଲ

୪-କିରଣ ରିଜ୍ଜିଜୁ

୫-ହରଦୀପ ସିଂହ ପୁରୀ

୬-ମନସୁଖ ମାଣ୍ଡଭିୟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story