ବିବାହ ପାଇଁ ରାଜି ନହେବାରୁ ମାରିଦେଲା ଗ୍ୟାଙ୍ଗଷ୍ଟର

ନୂଆଦିଲ୍ଲୀ: ବିବାହ ପାଇଁ ଜବରଦସ୍ତି କରି ରାଜି ନହେବାରୁ ଜୀବନରୁ ମାରିଦେଲେ । ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ଲାହୋରରେ ଘଟିଛି । ହତ୍ୟାକାଣ୍ଡରେ ଶିକାର ହୋଇଛନ୍ତି ଜଣେ ଲଣ୍ଡନ ଯୁବତୀ । ସେ ହେଉଛନ୍ତି ମୟରା ଜୁଲିଫ୍‌କର। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ୨ ମାସ ପୂର୍ବରୁ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବା ପାଇଁ ଲଣ୍ଡନରୁ ପାକିସ୍ତାନର ଲାହୋରକୁ ଆସିଥିଲେ । […]

66

66

Tapas Behera
  • Published: Wednesday, 05 May 2021
  • Updated: 05 May 2021, 04:51 PM IST

Sports

Latest News

ନୂଆଦିଲ୍ଲୀ: ବିବାହ ପାଇଁ ଜବରଦସ୍ତି କରି ରାଜି ନହେବାରୁ ଜୀବନରୁ ମାରିଦେଲେ । ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ଲାହୋରରେ ଘଟିଛି । ହତ୍ୟାକାଣ୍ଡରେ ଶିକାର ହୋଇଛନ୍ତି ଜଣେ ଲଣ୍ଡନ ଯୁବତୀ । ସେ ହେଉଛନ୍ତି ମୟରା ଜୁଲିଫ୍‌କର। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ୨ ମାସ ପୂର୍ବରୁ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବା ପାଇଁ ଲଣ୍ଡନରୁ ପାକିସ୍ତାନର ଲାହୋରକୁ ଆସିଥିଲେ । ତେବେ ଯୁବତୀଙ୍କ ମା ଝିଅର ପ୍ରତ୍ୟାବର୍ତନ ନେଇ ମଧ୍ୟ ଫ୍ଲାଇଟ୍‌ ଟିକେଟ ବ୍ୟବସ୍ଥା କରିଥିଲେ । ତେବେ ଦକ୍ଷିଣ ଏସିଆରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ରେଡ୍‌ ଜୋନରେ ରଖିଛି ୟୁକେ । ତେଣୁ ପାକିସ୍ତାନରୁ ଫେରିବା ପରେ ଲଣ୍ଡନରେ କ୍ୱରେନଟାଇନରେ ରହିବା ବାଧ୍ୟତାମୂଳକ ନିୟମ କରାଯାଇଛି ।

କ୍ୱରେନଟାଇନ ଫି ବାବଦକୁ £1,750  ଟଙ୍କା ଦେବାକୁ ପଡ଼ୁଥିବାରୁ ଯୁବତୀ ଜଣକ ଲଣ୍ଡନ ଫେରିବାକୁ ଅରାଜି ହୋଇଥିଲେ । ଭାବିଥିଲେ କରୋନା ସଂକ୍ରମଣ କମିବା ପରେ ଲଣ୍ଡନରେ ଲାଗୁ ହୋଇଥିବା କଟକଣା କୋହଳ ମଧ୍ୟ ହୋଇଯିବ । ସେଥିପାଇଁ ଆଉ କିଛି ଦିନ ପରେ ଲଣ୍ଡନକୁ ଫେରିବା ପାଇଁ ଯୋଜନା କରି ସେ ଲାହୋରରେ ତାଙ୍କ ଆଇ ପାଖରେ ରହିଥିଲେ । ଏହାରି ଭିତରେ ଲାହୋରରେ କିଛି ପିଲାଙ୍କ ସହ ବନ୍ଧୁତ୍ୱ ମଧ୍ୟ ବଢ଼ି ଯାଇଥିଲା । ତେବେ ଜଣେ ଗ୍ୟଙ୍ଗଷ୍ଟର ଆସି ଯୁବତୀଙ୍କୁ ବିବାହ ପାଇଁ ଜବରଦସ୍ତି କରିଥିଲେ । ଏଥିରେ ଯୁବତୀ ଜଣକ ରାଜି ହୋଇ ନଥିବାରୁ ତାଙ୍କୁୂ ନୃଶଂସ ଭାବେ ହତ୍ୟା କରାଯାଇଛି । ଏନେଇ ସ୍ଥାନୀୟ ପୁଲିସ ପାଖରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story