ଇଣ୍ଡିଆନ ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଇତିହାସ ରଚିଲେ ହରପ୍ରିତ ଏ ଡେ ସିଂହ। ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲାୟନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଏବେ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ ସୁରକ୍ଷା) ପଦବୀରେ ଅଛନ୍ତି। ବର୍ତ୍ତମାନ ଏୟାର ଲାଇନ୍ସର ସବୁଠୁ ବରିଷ୍ଠ କ୍ୟାପଟେନ ମଧ୍ୟରୁ ଜଣେ ନିବେଦିତା ଭସିନଙ୍କୁ ହରପ୍ରିତଙ୍କ ସ୍ଥାନରେ ନିଯୁକ୍ତ କରାଯିବ। ନିବେଦିତା […]

harpreet_a_de_singh

harpreet_a_de_singh

Subhransu Sekhar
  • Published: Saturday, 31 October 2020
  • Updated: 31 October 2020, 02:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଇତିହାସ ରଚିଲେ ହରପ୍ରିତ ଏ ଡେ ସିଂହ। ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲାୟନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଏବେ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ ସୁରକ୍ଷା) ପଦବୀରେ ଅଛନ୍ତି।

ବର୍ତ୍ତମାନ ଏୟାର ଲାଇନ୍ସର ସବୁଠୁ ବରିଷ୍ଠ କ୍ୟାପଟେନ ମଧ୍ୟରୁ ଜଣେ ନିବେଦିତା ଭସିନଙ୍କୁ ହରପ୍ରିତଙ୍କ ସ୍ଥାନରେ ନିଯୁକ୍ତ କରାଯିବ। ନିବେଦିତା ଭସିନ ବର୍ତ୍ତମାନ ବୋଇଂ ୭୮୭ ଡ୍ରିମଲାଇନର ବରିଷ୍ଠ କ୍ୟାପଟେନ ରହିଛନ୍ତି।

ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏକ ଘୋଷଣା କରି କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ଏହା ବ୍ୟତୀତ କ୍ୟାପଟେନ୍ ନିବେଦିତାଙ୍କୁ ତାଙ୍କ ଅଭିଜ୍ଞତା ଅନୁଯାୟୀ ଏକ ନୂଆ ବିଭାଗର ପ୍ରମୁଖ ପଦରେ ନିଯୁକ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story