୨ ଝିଅଙ୍କୁ ମାରି ଦମ୍ପତିଙ୍କ ଆତ୍ମହତ୍ୟା

ନଏଡା: ମଙ୍ଗଳବାର ସକାଳୁ ଗାଜିଆବାଦ ଅଞ୍ଚଳର ଇନ୍ଦିପୁରମ୍‌ର ଏକ ଦମ୍ପତି ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ। ସେ ପୁରୁଷ ଜଣଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ପ୍ରାଥମିକ ସୂଚନେ ଅନୁଯାୟୀ, ଝିଅ ୨ ଜଣ ଶୋଇଥିବା ଅବସ୍ଥାରେ ହିଁ ସେମାନଙ୍କୁ […]

murder

Subrat Kumar Nayak
  • Published: Tuesday, 03 December 2019
  • , Updated: 03 December 2019, 09:37 AM IST

ନଏଡା: ମଙ୍ଗଳବାର ସକାଳୁ ଗାଜିଆବାଦ ଅଞ୍ଚଳର ଇନ୍ଦିପୁରମ୍‌ର ଏକ ଦମ୍ପତି ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ। ସେ ପୁରୁଷ ଜଣଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ର ପ୍ରାଥମିକ ସୂଚନେ ଅନୁଯାୟୀ, ଝିଅ ୨ ଜଣ ଶୋଇଥିବା ଅବସ୍ଥାରେ ହିଁ ସେମାନଙ୍କୁ ହତ୍ୟା କରାଯାଇଛି। ତଦନ୍ତ ବର୍ତ୍ତମାନ ଚାଲୁ ରହିଛି। ତେବେ ପ୍ରାଥମିକ ତଦନ୍ତ କ୍ରମେ ଏହା ପାରିବାରିକ ଏବଂ ଆର୍ଥିକ କଳହର ପରିଣତି ବୋଲି ସନ୍ଦେହ କରାଯାଉଛି।

Related story