ଦୁଇ ଦିନରେ ୪ଟି ମିଶାଇଲ୍ର ସଫଳ ଉତ୍କ୍ଷେପଣ କଲା ଇରାନ୍
ତେହେରାନ୍: ଇରାନ୍ର ଇସଲାମିକ୍ ରିଭୋଲ୍ୟୁସନ ଗାର୍ଡ କରପ୍ସ (ଆଇଆରଜିସି) ବୁଧବାର ଆଉ ଦୁଇଟି ବାଲିଷ୍ଟିକ୍ ମିଶାଇଲର ସଫଳ ଉତ୍କ୍ଷେପଣ କରିଛି। ଏହି ଦୁଇ ମିଶାଇଲର ନାମ ରହିଛି କ୍ୱାଦର-ଏଚ୍ ଓ ଇକ୍ୱେଦର-ଏ-ଭେଲାୟତ୍। ମଙ୍ଗଳବାର ଦିନ ମଧ୍ୟ ଇରାନ୍ ଦୁଇଟି ମିଶାଇଲର ସଫଳ ଉତ୍କ୍ଷେପଣ କରିଥିଲା। ଏନେଇ ଆମେରିକାର ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜୋସ୍ ୟରନ୍ନାଷ୍ଟ କହିଛନ୍ତି ଯେ ଇରାନ ପକ୍ଷରୁ କରାଯାଇଥିବା ମିଶାଇଲ ଟେଷ୍ଟ ଅନ୍ତର୍ଜାତୀୟ ଆଣବିକ ଚୁକ୍ତିକୁ ଖିଲାପ କରିନାହିଁ।
Ballistic missile is launched and tested in an undisclosed location, Iran, in this handout photo released by Farsnews
ତେହେରାନ୍: ଇରାନ୍ର ଇସଲାମିକ୍ ରିଭୋଲ୍ୟୁସନ ଗାର୍ଡ କରପ୍ସ (ଆଇଆରଜିସି) ବୁଧବାର ଆଉ ଦୁଇଟି ବାଲିଷ୍ଟିକ୍ ମିଶାଇଲର ସଫଳ ଉତ୍କ୍ଷେପଣ କରିଛି। ଏହି ଦୁଇ ମିଶାଇଲର ନାମ ରହିଛି କ୍ୱାଦର-ଏଚ୍ ଓ ଇକ୍ୱେଦର-ଏ-ଭେଲାୟତ୍। ମଙ୍ଗଳବାର ଦିନ ମଧ୍ୟ ଇରାନ୍ ଦୁଇଟି ମିଶାଇଲର ସଫଳ ଉତ୍କ୍ଷେପଣ କରିଥିଲା।
ଏନେଇ ଆମେରିକାର ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜୋସ୍ ୟରନ୍ନାଷ୍ଟ କହିଛନ୍ତି ଯେ ଇରାନ ପକ୍ଷରୁ କରାଯାଇଥିବା ମିଶାଇଲ ଟେଷ୍ଟ ଅନ୍ତର୍ଜାତୀୟ ଆଣବିକ ଚୁକ୍ତିକୁ ଖିଲାପ କରିନାହିଁ।