ନିଜ ଗାଁ ବୁଲିବାକୁ ଭାରତ ଆସିଛନ୍ତି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ସିନ୍ଧୁଦୁର୍ଗ: ଭାରତୀୟ ବଂଶୋଦ୍ଭବ ତଥା ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଭରଦକର ନିଜ ଗାଁକୁ ଆସିଛନ୍ତି। ଡିସେମ୍ୱର ୨୯ରେ ତିନି ଭଉଣୀ, ପରିବାର ସହିତ ଲିଓ ଭରଦକର ତାଙ୍କ ପୈତୃକ ଗାଁ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଭରଦ ଗାଁକୁ ଆସିଛନ୍ତି। ଏହି ଅବସରରେ ନିଜ ଗାଁରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଲିଓ ଭରଦକର ଓ ତାଙ୍କ ପରିବାର। ଦୀର୍ଘ ବର୍ଷ ପରେ ସେ ତାଙ୍କ ପୈତୃକ ଗାଁକୁ ଆସିଥିବାରୁ ଗ୍ରାମବାସୀ ତାଙ୍କୁ ଆଡ଼ମ୍ୱର ସହ ସ୍ୱାଗତ କରିଥିଲେ। […]

leo, ireland pm

leo, ireland pm

Subhransu Sekhar
  • Published: Monday, 30 December 2019
  • Updated: 30 December 2019, 06:11 PM IST

Sports

Latest News

ସିନ୍ଧୁଦୁର୍ଗ: ଭାରତୀୟ ବଂଶୋଦ୍ଭବ ତଥା ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଭରଦକର ନିଜ ଗାଁକୁ ଆସିଛନ୍ତି। ଡିସେମ୍ୱର ୨୯ରେ ତିନି ଭଉଣୀ, ପରିବାର ସହିତ ଲିଓ ଭରଦକର ତାଙ୍କ ପୈତୃକ ଗାଁ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଭରଦ ଗାଁକୁ ଆସିଛନ୍ତି। ଏହି ଅବସରରେ ନିଜ ଗାଁରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଲିଓ ଭରଦକର ଓ ତାଙ୍କ ପରିବାର।

ଦୀର୍ଘ ବର୍ଷ ପରେ ସେ ତାଙ୍କ ପୈତୃକ ଗାଁକୁ ଆସିଥିବାରୁ ଗ୍ରାମବାସୀ ତାଙ୍କୁ ଆଡ଼ମ୍ୱର ସହ ସ୍ୱାଗତ କରିଥିଲେ। ଗାଁ ଲୋକଙ୍କ ଭଲ ପାଇବା ଓ ଶ୍ରଦ୍ଧା ପାଇ ସେ ମଧ୍ୟ ଖୁବ ଆନନ୍ଦିତ ହୋଇଥିଲେ। ଏହି ମୂହୂର୍ତ୍ତ ଆଗାମୀ ଦିନରେ ତାଙ୍କ ପାଇଁ ବହୁତ ମୂଲ୍ୟ ବହନ କରିବ ବୋଲି ସେ କହିଛନ୍ତି।

ଲିଓଙ୍କ ବାପା ଅଶୋକ ଭରଦକର ଥିଲେ। ତାଙ୍କ ଜନ୍ମ ମହାରାଷ୍ଟ୍ରର ଏହି ସିନ୍ଧୁଦୁର୍ଗ ଜିଲ୍ଲାରେ ହୋଇଥିଲା। ୧୯୬୦ରେ ଅଶୋକ ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରିବାକୁ ଯାଇ ବ୍ରିଟେନ ଯାଇଥିଲେ। ବ୍ରିଟେନରେ ଅଶୋକ ରହିବା ପରେ ସେଠି ସେ ବିବାହ କରିଥିଲେ। ପରେ ସେ ଆୟର୍ଲାଣ୍ଡ ଯାଇ ଘର ବସାଇଥିଲେ।

ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ହେଉଛନ୍ତି ଅଶୋକଙ୍କର ସାନପୁଅ। ୨୦୧୭ରୁ ସେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ରହିଛନ୍ତି। ଦେଶର ଫାଇନ୍ ଗଏଲ ରାଜନୀତିକ ଦଳର ସେ ପ୍ରମୁଖ ନେତା ମଧ୍ୟ। ୨୦୦୭ରେ ସେ ପ୍ରଥମ ଥର ପାଇଁ ଡୁର୍ବଲିନ ଓ୍ୱେଷ୍ଟର ଡେଲ୍ ଇରେନ୍ନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ସଂସଦକୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଅନ୍ତିମ ଥର ୨ ଜୁନ ୨୦୧୭ରେ ସେ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story