ପଶ୍ଚିମବଙ୍ଗରୁ ଜଣେ ଆଇଏସ୍‌ଆଇଏସ୍ ସମର୍ଥକ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଜଣେ ସମର୍ଥକକୁ ଆଜି ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍‌ଆଇଏ) ଗିରଫ କରିଛି। ତା’ ନାଁ ଆଶିକ୍ ଅହମ୍ମଦ ଓରଫ ରାଜା। ତା’ ଘର ପଶ୍ଚିମବଙ୍ଗର ହୁଗ୍‌ଲି ଜିଲ୍ଲାରେ। ଏହା ପୂର୍ବରୁ ଏନ୍‌ଆଇଏ ଆଇଏସ୍‌ଆଇଏସ୍ ସଂପୃକ୍ତି ନେଇ ୧୪ ଜଣ ଯୁବକଙ୍କୁ ଗିରଫ କରିଥିଲା।

isis

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 11:22 AM IST

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଜଣେ ସମର୍ଥକକୁ ଆଜି ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (ଏନ୍‌ଆଇଏ) ଗିରଫ କରିଛି। ତା’ ନାଁ ଆଶିକ୍ ଅହମ୍ମଦ ଓରଫ ରାଜା। ତା’ ଘର ପଶ୍ଚିମବଙ୍ଗର ହୁଗ୍‌ଲି ଜିଲ୍ଲାରେ।

ଏହା ପୂର୍ବରୁ ଏନ୍‌ଆଇଏ ଆଇଏସ୍‌ଆଇଏସ୍ ସଂପୃକ୍ତି ନେଇ ୧୪ ଜଣ ଯୁବକଙ୍କୁ ଗିରଫ କରିଥିଲା।

Related story