ଜାକିର ନାୟକଙ୍କ ଭାରତ ପ୍ରତ୍ୟର୍ପଣ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ମାଲେସିଆ

କୁଆଲା ଲୁମ୍ପୁର: ବିବାଦୀୟ ଭାଷଣ ଦେଇ ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ କ୍ଷୁଣ୍ଣ କରୁଥିବା ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ମାଲେସିଆ ସରକାର ଆଶ୍ରୟ ଦେଇଛନ୍ତି। ତାଙ୍କୁ ଭାରତକୁ ଫେରାଇ ଦିଆଯିବ ନାହିଁ ବୋଲି ଶୁକ୍ରବାର ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି। ଖବର ଅନୁସାରେ ଜାକିରଙ୍କୁ ଫେରାଇ ଦେବାକୁ ଭାରତ ସରକାର ମ୍ୟାଲେସିଆ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଦୁଇ ଦେଶ ମଧ୍ୟରେ ଏ ସଂକ୍ରନ୍ତରେ ଏକ ଚୁକ୍ତି ହୋଇଥିଲା। କିନ୍ତୁ ଏବେ ମ୍ୟାଲେସିଆ ସରକାର ନିଜ […]

zakir-naik-reuters-fmt-1

zakir-naik-reuters-fmt-1

Rakesh Mallick
  • Published: Friday, 06 July 2018
  • Updated: 07 July 2018, 08:27 AM IST

Sports

Latest News

କୁଆଲା ଲୁମ୍ପୁର: ବିବାଦୀୟ ଭାଷଣ ଦେଇ ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ କ୍ଷୁଣ୍ଣ କରୁଥିବା ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକଙ୍କୁ ମାଲେସିଆ ସରକାର ଆଶ୍ରୟ ଦେଇଛନ୍ତି। ତାଙ୍କୁ ଭାରତକୁ ଫେରାଇ ଦିଆଯିବ ନାହିଁ ବୋଲି ଶୁକ୍ରବାର ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି।

ଖବର ଅନୁସାରେ ଜାକିରଙ୍କୁ ଫେରାଇ ଦେବାକୁ ଭାରତ ସରକାର ମ୍ୟାଲେସିଆ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଦୁଇ ଦେଶ ମଧ୍ୟରେ ଏ ସଂକ୍ରନ୍ତରେ ଏକ ଚୁକ୍ତି ହୋଇଥିଲା। କିନ୍ତୁ ଏବେ ମ୍ୟାଲେସିଆ ସରକାର ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜାକିର ଏ ପର୍ଯ୍ୟନ୍ତ ତାଙ୍କ ଦେଶ ପାଇଁ କୌଣସି ସମସ୍ୟା ସୃଷ୍ଟି କରିନାହାନ୍ତି। ତେଣୁ ତାଙ୍କୁ ମ୍ୟାଲେସିଆରେ ସ୍ଥାୟୀ ଭାବେ ରହିବାକୁ ଅନୁମତି ଦିଆଯାଇଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ନାହିଁ।

ଜାକିର ହେଉଛନ୍ତି ଏଭଳି ଜଣେ ବିବାଦୀୟ ବ୍ୟକ୍ତି ଯିଏ ଅନ୍ୟ ଧର୍ମକୁ ନ୍ୟୁନ ବୋଲି ଦର୍ଶାଇ ଇସ୍‌ଲାମ ଧର୍ମର ପ୍ରଚାର କରନ୍ତି। ଇସ୍‌ଲାମ୍‌ ଧର୍ମ ପ୍ରଚାର ନାମରେ ସେ ଭାରତରେ ସାଂପ୍ରଦାୟିକତାକୁ ଉସୁକାଇଲା ଭଳି ଭାଷଣ ଦେଇ ଚର୍ଚ୍ଚାରେ ରହିଥିଲେ। ଏପରିକି ସେ ମିଛ କଥା ମଧ୍ୟ କହି ଅନ୍ୟ ଧର୍ମକୁ ଅସମ୍ମାନ କରୁଥିବା ଅଭିଯୋଗ ହୋଇଥିଲା। ତାଙ୍କ ଭାଷଣ ଦ୍ୱାରା ପ୍ରଭାବିତ ହୋଇ ଯୁବକମାନେ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହେବାକୁ ପ୍ରେରଣା ପାଉଥିବା ଅଭିଯୋଗ ରହିଥିଲା। ଏଥିପାଇଁ ଭାରତ ସରକାର ତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରୁ ଜାକିର ୨୦୧୬ରେ ଭାରତ ଛାଡ଼ି ମ୍ୟାଲେସିଆ ପଳାଇ ଯାଇଥିଲେ। ତାଙ୍କ ମାଲିକାନାରେ ଚାଲିଥିବା ପିସ୍ ଟିଭିର ଭାରତରେ ପ୍ରସାରଣ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story