'ଆତଙ୍କବାଦୀ ଟାର୍ଗେଟର ରାଜସ୍ଥାନ ଓ ପଞ୍ଜାବ ରେଲୱେ ଷ୍ଟେସନ'

ଜୟପୁର: ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ପଞ୍ଜାବ ଓ ରାଜସ୍ଥାନ ରେଲୱେ ଷ୍ଟେସନକୁ ଟାର୍ଗେଟ କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ। ଏହି ଦୁଇଟି ରେଲୱେ ଷ୍ଟେସନକୁ ଉଡ଼ାଇ ଦେବା ପାଇଁ ସଂଗଠନ ଯୋଜନା କରୁଥିବା ନେଇ ଚିଠି ମାଧ୍ୟମରେ ସୂଚନା ପାଇଁ ଜିଆରପି। ତେବେ କିଏ ଏହି ଚିଠି ପଠାଇଛି, ସେ ନେଇ କୈଣସି ତଥ୍ୟ ହସ୍ତଗତ ହୋଇନାହିଁ। Rajasthan: GRP Superintendent Jodhpur Mamta Vishnoi says,“After a letter from Jaish-e-Mohammed threatening to […]

rajasthn railway station (1)

Subhransu Sekhar
  • Published: Friday, 19 April 2019
  • , Updated: 19 April 2019, 09:20 AM IST

ଜୟପୁର: ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ପଞ୍ଜାବ ଓ ରାଜସ୍ଥାନ ରେଲୱେ ଷ୍ଟେସନକୁ ଟାର୍ଗେଟ କରିଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ। ଏହି ଦୁଇଟି ରେଲୱେ ଷ୍ଟେସନକୁ ଉଡ଼ାଇ ଦେବା ପାଇଁ ସଂଗଠନ ଯୋଜନା କରୁଥିବା ନେଇ ଚିଠି ମାଧ୍ୟମରେ ସୂଚନା ପାଇଁ ଜିଆରପି। ତେବେ କିଏ ଏହି ଚିଠି ପଠାଇଛି, ସେ ନେଇ କୈଣସି ତଥ୍ୟ ହସ୍ତଗତ ହୋଇନାହିଁ।

ଏହି ଚିଠି ପାଇବା ପରେ ରେଲୱେ ପୁଲିସ୍‌ ଓ ଜିରଆରପି ମିଳିତ ଅପରେସନ କରି ରେଲୱେ ଷ୍ଟେସନକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେମିତି କିଛି ବିସ୍ପୋରକ ସାମଗ୍ରୀ କିମ୍ବା ବୋମା ମିଳି ନଥିବା କହିଛନ୍ତି ରାଜସ୍ଥାନ ଜିଆରପି ଏସ୍‌ପି ମମତା ଭିସ୍ନୋୟି।

Related story