ଜୁଲାଇ ୨୫ରେ ହେବ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ରେ ହେବ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ । ସିବିଏସଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍ତରଖାତା ଲିକ୍ ଅଭିଯୋଗରେ ପୂର୍ବ ପରୀକ୍ଷାକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ। ଅଗଷ୍ଟ ୧୭ ସୁଦ୍ଧା ପରୀକ୍ଷା ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସିବିଏସଇକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରେଜଲ୍ଟ ପ୍ରକାଶ ଉପରେ ସୁପ୍ରିମକୋର୍ଟ ଗତ ୧୫ ତାରିଖରେ ରୋକ ଲଗାଇଥିଲେ। ସେହି […]

Supreme_Court_

Supreme_Court_

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 12:27 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ରେ ହେବ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ । ସିବିଏସଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍ତରଖାତା ଲିକ୍ ଅଭିଯୋଗରେ ପୂର୍ବ ପରୀକ୍ଷାକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ। ଅଗଷ୍ଟ ୧୭ ସୁଦ୍ଧା ପରୀକ୍ଷା ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସିବିଏସଇକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରେଜଲ୍ଟ ପ୍ରକାଶ ଉପରେ ସୁପ୍ରିମକୋର୍ଟ ଗତ ୧୫ ତାରିଖରେ ରୋକ ଲଗାଇଥିଲେ। ସେହି ସମୟରେ ସୁପ୍ରିମକୋର୍ଟ ଆସନ୍ତା ୧୦ ତାରିଖ ପୂର୍ବରୁ ଫଳ ପ୍ରକାଶନ ଉପରେ କଟକଣା ଜାରି କରିଥିଲେ। ଜୁନ ୫ ତାରିଖ ଦିନ ଏଆଇପିଏମଟି ରେଜଲ୍ଟ ପ୍ରକାଶ ପାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ହରିଆଣାରେ ଏଆଇପିଏମଟର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଏହି ସ୍ଥଗିତା ଦେଶ ଜାରି କରିଥିଲେ। ଏଥିସହ ପ୍ରଶ୍ନ ପତ୍ର ଲିକ୍ ଉପରେ ବିଧିବଦ୍ଧ ତଦନ୍ତ କରିବାକୁ ହରିଆଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story