କର୍ଣ୍ଣାଟକ ସରକାରଙ୍କ ବିଜ୍ଞାପନରୁ ଜାମ୍ମୁ-କାଶ୍ମୀର ଉଭାନ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମାଲେସିଆର ଏକ ଖବର କାଗଜକୁ ଗୋଟିଏ ବିଜ୍ଞାପନ ଦିଆଯାଇଥିଲା। ଏହି ବିଜ୍ଞାପନଟିରେ ଭାରତର ମାନଚିତ୍ର ରହିଥିଲା। ତେବେ ଏହି ମାନଚିତ୍ରରେ ଜମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବର ଅନେକ ଅଞ୍ଚଳକୁ ସ୍ଥାନିତ କରାଯାଇ ନଥିଲା।  ଆଉ ଏହାକୁ ନେଇ ବିରୋଧୀ ବିଜେପି କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ଘେରିଛି। ରାଜ୍ୟ ସରକାର ଓ ତାଙ୍କର ପର୍ଯ୍ୟଟନ ବିଭାଗ ଜବାବ୍ ଦେଉ ବୋଲି ବିଜେପି ଦାବି କରିଛି । ତେବେ କର୍ଣ୍ଣାଟକ ସରକାର ଏହି ଭୁଲ୍ ପାଇଁ […]

map

map

Rakesh Mallick
  • Published: Monday, 22 June 2015
  • Updated: 22 June 2015, 02:36 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମାଲେସିଆର ଏକ ଖବର କାଗଜକୁ ଗୋଟିଏ ବିଜ୍ଞାପନ ଦିଆଯାଇଥିଲା। ଏହି ବିଜ୍ଞାପନଟିରେ ଭାରତର ମାନଚିତ୍ର ରହିଥିଲା। ତେବେ ଏହି ମାନଚିତ୍ରରେ ଜମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବର ଅନେକ ଅଞ୍ଚଳକୁ ସ୍ଥାନିତ କରାଯାଇ ନଥିଲା।  ଆଉ ଏହାକୁ ନେଇ ବିରୋଧୀ ବିଜେପି କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ଘେରିଛି। ରାଜ୍ୟ ସରକାର ଓ ତାଙ୍କର ପର୍ଯ୍ୟଟନ ବିଭାଗ ଜବାବ୍ ଦେଉ ବୋଲି ବିଜେପି ଦାବି କରିଛି । ତେବେ କର୍ଣ୍ଣାଟକ ସରକାର ଏହି ଭୁଲ୍ ପାଇଁ ବିଜ୍ଞାପନ ଏଜେନ୍ସିକୁ  ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଛନ୍ତି।

କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ଆରବି ଦେଶପାଣ୍ଡେ କହିଛନ୍ତି, ରାଜ୍ୟ ସରକାର ଏମିତି କୌଣସି ବିଜ୍ଞାପନ ଜାରି କରି ନାହାନ୍ତି। ସିଙ୍ଗାପୁରର ଏକ କମ୍ପାନୀ ତରଫରୁ ଏହି ବିଜ୍ଞାପନ ଦିଆଯାଇଥିଲା।  ମାଲେସିଆରେ କର୍ଣ୍ଣାଟକର ପର୍ଯ୍ୟଟନ ସ୍ଥଳୀ ଗୁଡିକର ପ୍ରଚାର ପ୍ରସାର ପାଇଁ ଏହି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ,ଅନେକ ସମୟରେ ଚୀନ ପକ୍ଷରୁ ଜାରି କରାଯାଉଥିବା ଭାରତ ମାନଚିତ୍ରରେ  ଜାମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବର କିଛି ଅଂଶ ଦେଖିବାକୁ ମିଳିନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story