କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ପୋଲିସ କର୍ମଚାରୀ ସହିଦ

କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମାର କୋଲି ଗାଁରେ ଆଜି ଭୋର ପ୍ରାୟ ୩ଟାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଜଣେ ପୋଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ମୃତ ପୋଲିସ କର୍ମଚାରୀ ଜଣଙ୍କ ହେଲେ ଖୁର୍ସିଦ୍‌ ଅହମ୍ମଦ। ଖୁର୍ସିଦ୍‌ ଡ୍ୟୁଟି ଯିବା ପାଇଁ ଘରୁ ବାହାରିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଘେରି ଯାଇ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଖୁର୍ସିଦ୍‌ଙ୍କ ମୃତ୍ୟୁ ଘଟିଥିଲା।

kashmir

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 05:05 PM IST

Related story