କିର୍ଗିଜ୍‌ସ୍ତାନ: ଚୀନ ଦୂତାବାସ ବାହାରେ ବିସ୍ଫୋରଣ, ୫ ମୃତ

କିର୍ଗିଜ୍‌ସ୍ତାନ: କିର୍ଗିଜ୍‌ସ୍ତାନ ସ୍ଥିତ ଚୀନ ଦୂତାବାସ ବାହାରେ ଆଜି ସକାଳେ ଏକ ବୋମା ବିସ୍ଫୋରଣ ଘଟି କାର୍‌ ଡ୍ରାଇଭର୍‌ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏକ ଗଣମାଧ୍ୟମ ଖବର ଅନୁସାରେ ଦୂତାବାସ ବାହାରେ ଥିବା ଏକ କାର୍‌ରେ ବିସ୍ଫୋରଣ ହୋଇଛି।  ବସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଅନେକ ଦୂର ପର୍ଯ୍ୟନ୍ତ ତାର ଶଦ୍ଦ ଶୁଣିବାକୁ ମିଳିଥିଲା।

boma

Rakesh Mallick
  • Published: Tuesday, 30 August 2016
  • , Updated: 04 May 2017, 03:44 PM IST

କିର୍ଗିଜ୍‌ସ୍ତାନ: କିର୍ଗିଜ୍‌ସ୍ତାନ ସ୍ଥିତ ଚୀନ ଦୂତାବାସ ବାହାରେ ଆଜି ସକାଳେ ଏକ ବୋମା ବିସ୍ଫୋରଣ ଘଟି କାର୍‌ ଡ୍ରାଇଭର୍‌ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି।

ଏକ ଗଣମାଧ୍ୟମ ଖବର ଅନୁସାରେ ଦୂତାବାସ ବାହାରେ ଥିବା ଏକ କାର୍‌ରେ ବିସ୍ଫୋରଣ ହୋଇଛି।  ବସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଅନେକ ଦୂର ପର୍ଯ୍ୟନ୍ତ ତାର ଶଦ୍ଦ ଶୁଣିବାକୁ ମିଳିଥିଲା।

Related story