ଲୋମୋ ବିବାଦ: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ଏନଡିଏ ସରକାରକୁ ଲୋମୋ ବିବାଦ ପିଛା ଛାଡୁନି। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗକୁ ଧରି କଂଗ୍ରେସ ସରକାରଙ୍କୁ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ବାଧ୍ୟକରୁଥିବାର ଦେଖିବାକୁ ମିଳୁଛି। ମଙ୍ଗଳବାର କଂଗ୍ରେସନେତା ଜୟରାମ ରମେଶ ବିଜେପିକୁ ଏହି ପ୍ରସଙ୍ଗରେ ଘେରିଥିବାବେଳେ ବୁଧବାର ଲୋମୋ ବିବାଦରେ କଂଗ୍ରେସର ବରିଷ୍ଠ ନେତା ରନନ୍ଦିପ ସୁର୍ଯେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି।  ଏକ ବର୍ଷର ଶାସନରେ ବିଜେପି ସ୍ୱଚ୍ଛଶାସନର ଡିଣ୍ଡିମ ପିଟୁଛି। ଏହି ଲୋମୋ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ […]

sushvasuleadpic

sushvasuleadpic

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 08:50 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ଏନଡିଏ ସରକାରକୁ ଲୋମୋ ବିବାଦ ପିଛା ଛାଡୁନି। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗକୁ ଧରି କଂଗ୍ରେସ ସରକାରଙ୍କୁ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ବାଧ୍ୟକରୁଥିବାର ଦେଖିବାକୁ ମିଳୁଛି। ମଙ୍ଗଳବାର କଂଗ୍ରେସନେତା ଜୟରାମ ରମେଶ ବିଜେପିକୁ ଏହି ପ୍ରସଙ୍ଗରେ ଘେରିଥିବାବେଳେ ବୁଧବାର ଲୋମୋ ବିବାଦରେ କଂଗ୍ରେସର ବରିଷ୍ଠ ନେତା ରନନ୍ଦିପ ସୁର୍ଯେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି।  ଏକ ବର୍ଷର ଶାସନରେ ବିଜେପି ସ୍ୱଚ୍ଛଶାସନର ଡିଣ୍ଡିମ ପିଟୁଛି। ଏହି ଲୋମୋ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ପଷ୍ଟୀକରଣ ଦେଇ ସ୍ୱଚ୍ଛତାର ପରିଚୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଲୋମୋ ବିବାଦରେ ଛନ୍ଦି ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରଜଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଶ୍ରୀ ସୁର୍ଯେୱାଲା।

ସୂଚନାଯୋଗ୍ୟ ଯେ, ଗତକାଲି ରାଜସ୍ଥାନର ଢୋଲପୁର ପ୍ୟାଲେସକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିଲେ। ଲଳିତ ମୋଦି ବିବାଦକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଇସ୍ତଫା ଦାବି କରିଆସୁଥିବା କଂଗ୍ରେସ ଏହି ପ୍ରସଙ୍ଗ ପୁଣି ଉଠାଇଛି। କଂଗ୍ରେସ କହିଛି ଯେ ଢୋଲପୁର ପ୍ୟାଲେସ ସରକାରୀ ସମ୍ପତ୍ତି। ବସୁନ୍ଧରା ଓ ଲଳିତ ଏହାକୁ ବ୍ୟକ୍ତିଗତ ମାଲିକାନାରେ ପରିଣତ କରି ବ୍ୟବସାୟ ଚଳାଇଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ କହିଥିବାବେଳେ ବିଜେପି ଏହାକୁ ନେଇ ରାଜନୀତି କରା ନ ଯିବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story