ଛତିଶଗଡ଼: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ସିଆରପିଏଫ୍ ଯବାନ ଆହତ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ମୁରଲୀଗୁଡ଼ାରେ ଆଜି ସକାଳ ପ୍ରାୟ ୯ଟା ବେଳେ  ସିଆରପିଏଫ୍ ଯବାନମାନେ  ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ।  ଏଥିରେ ୫ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ଦୁଇ ଡେପୁଟି କମାଣ୍ଡାଣ୍ଟ୍- ଏସ୍ ନିବାସ ଓ ପ୍ରଭାତ ତ୍ରିପାଠୀ। ବାକି ୩ ଜଣ ଆହତ ହେଉଛନ୍ତି କନଷ୍ଟେବଳ। ସେମାନଙ୍କୁ ଭଦ୍ରାଚଳମ୍ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି  ଘଟଣା ପରେ ସେଠାରେ ସିଆରପିଏଫ୍ ପକ୍ଷରୁ […]

m

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 09:39 AM IST

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ମୁରଲୀଗୁଡ଼ାରେ ଆଜି ସକାଳ ପ୍ରାୟ ୯ଟା ବେଳେ  ସିଆରପିଏଫ୍ ଯବାନମାନେ  ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ।  ଏଥିରେ ୫ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ଦୁଇ ଡେପୁଟି କମାଣ୍ଡାଣ୍ଟ୍- ଏସ୍ ନିବାସ ଓ ପ୍ରଭାତ ତ୍ରିପାଠୀ। ବାକି ୩ ଜଣ ଆହତ ହେଉଛନ୍ତି କନଷ୍ଟେବଳ। ସେମାନଙ୍କୁ ଭଦ୍ରାଚଳମ୍ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି  ଘଟଣା ପରେ ସେଠାରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।

Related story