ପରଲୋକରେ ଖ୍ୟାତନାମା ହକି ଖେଳାଳି ବଲବୀର ସିଂହ

ଚଣ୍ଡିଗଡ଼: ପରଲୋକରେ ଖ୍ୟାତନାମା ଅଲିମ୍ପିଆନ ବଲବୀର ସିଂହ ସିନିୟର। ୯୫ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା। ସେ ପୂର୍ବରୁ କୋମା ଷ୍ଟେଜରେ ଥିଲେ। ମେ’୮ରେ ବଲବୀର ଜ୍ୱରରେ ଆକ୍ରାନ୍ତ ହେବା ସହିତ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ରହିଥିଲା। ବଲବୀର ୧୯୪୮ ମସିହା […]

balbir-singh

balbir-singh

Subhransu Sekhar
  • Published: Monday, 25 May 2020
  • Updated: 25 May 2020, 10:17 AM IST

Sports

Latest News

ଚଣ୍ଡିଗଡ଼: ପରଲୋକରେ ଖ୍ୟାତନାମା ଅଲିମ୍ପିଆନ ବଲବୀର ସିଂହ ସିନିୟର। ୯୫ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା। ସେ ପୂର୍ବରୁ କୋମା ଷ୍ଟେଜରେ ଥିଲେ।

ମେ’୮ରେ ବଲବୀର ଜ୍ୱରରେ ଆକ୍ରାନ୍ତ ହେବା ସହିତ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ରହିଥିଲା।

ବଲବୀର ୧୯୪୮ ମସିହା ଅଲିମ୍ପିକ୍ସରେ ଭାରତୀୟ ଟିମରୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୯୫୨ରେ ହେଲସିଙ୍କି ଏବଂ ୧୯୫୬ରେ ମେଲବୋର୍ଣ୍ଣରେ ହୋଇଥିବା ଅଲିମ୍ପିକ୍ସରେ ମଧ୍ୟ ବଲବୀର ସାମିଲ୍ ଥିଲେ। ଅଲିମ୍ପିକ୍ ପୁରୁଷ ହକି ଫାଇନାଲରେ ବ୍ୟକ୍ତିଗତ ଗୋଲ୍ ରେକର୍ଡ ଏବେ ବି ତାଙ୍କ ନାମରେ ରହିଛି।

୧୯୫୨ ଅଲିମ୍ପିକ୍ସରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ୬-୧ ଗୋଲରେ ବିଜୟୀ ହୋଇଥିଲା । ଯେଉଁଥିରେ ବଲବୀର ଏକାକୀ ପାଞ୍ଚଟି ଗୋଲ୍ ସ୍କୋର କରିଥିଲେ। ଏଥିପାଇଁ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ। ସେ ତାଙ୍କ କ୍ୟାରିଅରରେ ମୋଟ୍ ତିନୋଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି।

୧୯୭୫ ପୁରୁଷ ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ବଲବୀର, ଏବଂ ଏହି ବିଶ୍ୱକପ୍ ଭାରତ ଜିତିଥିଲା। ୧୯୭୧ ବିଶ୍ୱକପରେ ମଧ୍ୟ ସେ କୋଚ ଥିଲେ। ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ୧୯୫୭ ମସିହାରେ ବଲବୀର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story