ଲକଡାଉନ୍ ୪.୦ ଆରମ୍ଭ ହେବା ମାତ୍ରେ ରାଜଧାନୀରେ ପ୍ରଦୂଷଣ

ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ଦିନ ହେବ ସ୍ୱଚ୍ଛ ଓ ନୀଳ ଆକାଶ ଦେଖାଯାଉଥିବା ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଆଜି ହଠାତ୍ ବଢ଼ିଯାଇଛି। ଲକଡାଉନ୍ ୪.୦ରେ ଅନେକ ନିୟମ କୋହଳ ହେବା ପରେ ରାଜଧାନୀ ଦିଲ୍ଲୀର ଆକାଶରେ ଏବେ ପ୍ରଦୂଷଣର ଆସ୍ତରଣ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ୨.୫ ପିଏମ୍ ଏବଂ ୧୦ ମାଇକ୍ରୋନ ରହିଛି। ଗୋଟିଏ କ୍ୟୁବିକ୍ ମିଟର ଅନୁଯାୟୀ ପ୍ରଦୂଷଣର ମାତ୍ରା ୮୩ ଏବଂ ୧୮୩ ମାଇକ୍ରୋଗ୍ରାମ ରହିଛି। […]

delhi pollution

delhi pollution

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 05:53 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ଦିନ ହେବ ସ୍ୱଚ୍ଛ ଓ ନୀଳ ଆକାଶ ଦେଖାଯାଉଥିବା ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଆଜି ହଠାତ୍ ବଢ଼ିଯାଇଛି। ଲକଡାଉନ୍ ୪.୦ରେ ଅନେକ ନିୟମ କୋହଳ ହେବା ପରେ ରାଜଧାନୀ ଦିଲ୍ଲୀର ଆକାଶରେ ଏବେ ପ୍ରଦୂଷଣର ଆସ୍ତରଣ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ୨.୫ ପିଏମ୍ ଏବଂ ୧୦ ମାଇକ୍ରୋନ ରହିଛି। ଗୋଟିଏ କ୍ୟୁବିକ୍ ମିଟର ଅନୁଯାୟୀ ପ୍ରଦୂଷଣର ମାତ୍ରା ୮୩ ଏବଂ ୧୮୩ ମାଇକ୍ରୋଗ୍ରାମ ରହିଛି। ବାୟୁମଣ୍ଡଳର ଗୁଣବତ୍ତା ଅନୁଯାୟୀ ୦-୫୦ ହେଲେ ଭଲ ଶ୍ରେଣୀ, ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ ଧରଣର, ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ଅତି ଖରାପ ଏବଂ ୪୦୦ରୁ ଅଧିକ ହେଲେ ଅତି ଖରାପ।

ତେବେ ୩୬ଟି ପ୍ରଦୂଷଣର ସେଣ୍ଟର ଅନୁଯାୟୀ ୧୬ଟି ଷ୍ଟେସନରେ ପ୍ରଦୂଷଣର ମାତ୍ରା ମଧ୍ୟମଧରଣର ରହିଛି। ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟିର ପୂର୍ବାନୁମାନ ଏବଂ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ଅଞ୍ଚଳରୁ ଆସୁଥିବା ଧୂଳି ପାଇଁ ୧୮ ମଇ ସଂଧ୍ୟା ପର୍ଯ୍ୟନ୍ତ ବାୟୁମଣ୍ଡଳରେ ପିଏମ ୧୦ ସ୍ତରରୁ ଉଚ୍ଚରେ ରହିବ ପରେ କମିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ବସ, ଟ୍ରକ ଆଦି ପରିବହନ ଉପରେ କଟକଣା ରହିଥିଲେ ମଧ୍ୟ ଏବେ ହଜାର ହଜାର ପ୍ରବାସୀ ବସ୍ ଯୋଗେ ଆସୁଛନ୍ତି। ସେହିପରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି ଖୋଲିବା ପରେ ସାଧାରଣ ଲୋକଙ୍କ ଯିବା ଆସିବା ବଢ଼ିଛି। ଯାହାକି ପ୍ରଦୂଷଣକୁ ବଢ଼ାଇବାରେ ସହାୟକ ହୋଇଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story