କମଲନାଥ ସରକାର ଭାଙ୍ଗିବା ପାଇଁ ବିଳମ୍ୱରେ ଲକଡାଉନ୍ ନିଷ୍ପତ୍ତି!

ଭୋପାଲ: ଦେଶରେ ଲକଡାଉନ୍ ଘୋଷଣା ବିଳମ୍ୱ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷଣା କରିବା ପରେ ମଧ୍ୟ କେନ୍ଦ୍ର ସରକାର ଲକଡାଉନ୍ ନିଷ୍ପତ୍ତି ନେବାରେ ବିଳମ୍ୱ କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ଏହା କହିଛନ୍ତି। କେନ୍ଦ୍ର ଲକଡାଉନ୍ ନିଷ୍ପତ୍ତି ବିଳମ୍ୱରେ ନେବା ପଛର କାରଣ ମଧ୍ୟପ୍ରଦେଶରେ ତାଙ୍କ ସରକାରକୁ ଭାଙ୍ଗିବାକୁ ଅପେକ୍ଷା କରିଥିଲେ ବୋଲି କମଲନାଥ କହିଛନ୍ତି। ରବିବାର ଭିଡିଓ କନଫରେନସ କରି ସେ କହିଛନ୍ତି, ଦେଶରେ କରୋନା […]

kamalnath

kamalnath

Subhransu Sekhar
  • Published: Sunday, 12 April 2020
  • Updated: 12 April 2020, 04:38 PM IST

Sports

Latest News

ଭୋପାଲ: ଦେଶରେ ଲକଡାଉନ୍ ଘୋଷଣା ବିଳମ୍ୱ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷଣା କରିବା ପରେ ମଧ୍ୟ କେନ୍ଦ୍ର ସରକାର ଲକଡାଉନ୍ ନିଷ୍ପତ୍ତି ନେବାରେ ବିଳମ୍ୱ କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ଏହା କହିଛନ୍ତି। କେନ୍ଦ୍ର ଲକଡାଉନ୍ ନିଷ୍ପତ୍ତି ବିଳମ୍ୱରେ ନେବା ପଛର କାରଣ ମଧ୍ୟପ୍ରଦେଶରେ ତାଙ୍କ ସରକାରକୁ ଭାଙ୍ଗିବାକୁ ଅପେକ୍ଷା କରିଥିଲେ ବୋଲି କମଲନାଥ କହିଛନ୍ତି।

ରବିବାର ଭିଡିଓ କନଫରେନସ କରି ସେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ହୋଇନି ବୋଲି ଦେଖାଇବାକୁ ଯାଇ ସଂସଦ ଚାଲୁ ରଖାଯାଇଥିଲା। ହେଲେ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଲକଡାଉନ୍ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣକୁ ଦେଖି ଓଡ଼ିଶା ଓ ଛତିଶଗଡ ବିଧାନସଭା ସ୍ଥଗିତ ରଖିଥିଲେ। ଏମିତିକି ମଧ୍ୟପ୍ରଦେଶ ବାଚସ୍ପତି ମଧ୍ୟ ବିଧାନସଭାକୁ ସ୍ଥଗିତ ଘୋଷଣା କରିଥିଲେ। ହେଲେ ସଂସଦ ଚାଲୁଥିଲା। ଏହାର କାରଣ କେନ୍ଦ୍ର ବାର୍ତ୍ତା ଦେବାକୁ ଚାହୁଁଥିଲା। ଯଦି ସଂସଦ ଚାଲିପାରୁଛି ତା’ହେଲେ ବିଧାନସଭା କାହିଁକି ନୁହେଁ ବୋଲି କମଲନାଥ କହିଛନ୍ତି।

ସେ କହିଛନ୍ତି, ଯେଉଁ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି ସେମାନେ କେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ନୁହଁନ୍ତି। କଂଗ୍ରେସ ବିଧାୟକ ପ୍ରତାରଣାର ଶିକାର ହୋଇଛନ୍ତି। ଯାହାକି ତାଙ୍କ ସରକାର ପତନର ମୁଖ୍ୟ କାରଣ ବୋଲି କମଲନାଥ କହିଛନ୍ତି। କଂଗ୍ରେସ ବିଧାୟକଙ୍କୁ ଟଙ୍କାର ଲୋଭ ଦେଖାଇ ବିଜେପି ପ୍ରତାରଣା କରିଛି ବୋଲି ସେ କହିଛନ୍ତି।

ଶିବରାଜ ସିଂହ ଚୌହ୍ୱାନ ୨୦ ଦିନ ହେବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଏଯାବତ କ୍ୟାବିନେଚ ସଂପ୍ରସାରଣ ହେଉନାହିଁ। ଏହାର କାରଣ ମଧ୍ୟପ୍ରଦେଶ ବିଜେପିରେ ଅସନ୍ତୋଷ ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଦୀର୍ଘ ଦିନ ପରେ ମଧ୍ୟ କ୍ୟାବିନେଟ ସଂପ୍ରସାରଣ କରିପାରି ନାହାନ୍ତି। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର। ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଚିଠି ଲେଖି ଜଣାଇଛନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ବିବେକ ତଙ୍ଖା। ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାବେଳେ ମଧ୍ୟପ୍ରଦେଶ ସରକାର ଏକ ଭଲ ସରକାରର ଆବଶ୍ୟକତା କରୁଛନ୍ତି। ହେଲେ ଶିବରାଜ କ୍ୟାବିନେଟ ସଂପ୍ରସାରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story