ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଏବେ ଲକ୍ଷ୍ମୌରେ ବାୟମୁଣ୍ଡଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୩୦୦ ଅତିକ୍ରମ କରିଛି। ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ବୋର୍ଡ ସାତୋଟି ସହରର ବାୟୁମଣ୍ଡଳର ସର୍ଭେ କରି ଗୁଣବତ୍ତା ପ୍ରକାଶ କରିଛି। ଯେଉଁଥିରେ ଲକ୍ଷ୍ମୌରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୨୮ ରହିଛି। ଯାହାକି ସର୍ବାଧିକ ପ୍ରଦୂଷଣ ଶ୍ରେଣୀରେ ରହିଛି। ଦେଶରେ ସାତୋଟି ସହରର ବାୟୁମଣ୍ଡଳ ସୂଚକାଙ୍କ ୩୦୦ ଉପରେ ରହିଥିବା ଜଣାପଡ଼ିଛି। ଏହି ସାତୋଟି […]

lucknow

lucknow

Subhransu Sekhar
  • Published: Thursday, 22 October 2020
  • Updated: 22 October 2020, 11:03 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଏବେ ଲକ୍ଷ୍ମୌରେ ବାୟମୁଣ୍ଡଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୩୦୦ ଅତିକ୍ରମ କରିଛି। ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ବୋର୍ଡ ସାତୋଟି ସହରର ବାୟୁମଣ୍ଡଳର ସର୍ଭେ କରି ଗୁଣବତ୍ତା ପ୍ରକାଶ କରିଛି। ଯେଉଁଥିରେ ଲକ୍ଷ୍ମୌରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୨୮ ରହିଛି। ଯାହାକି ସର୍ବାଧିକ ପ୍ରଦୂଷଣ ଶ୍ରେଣୀରେ ରହିଛି।

ଦେଶରେ ସାତୋଟି ସହରର ବାୟୁମଣ୍ଡଳ ସୂଚକାଙ୍କ ୩୦୦ ଉପରେ ରହିଥିବା ଜଣାପଡ଼ିଛି। ଏହି ସାତୋଟି ମଧ୍ୟରୁ ୟୁପିର ତିନୋଟି ରହିଛି। ଲକ୍ଷ୍ନୌ ବ୍ୟତୀତ ମେରୁଟ୍ ଏବଂ ବାଘପତ ସହର ରହିଛି।

ପରିବେଶବିତ କହିଛନ୍ତି, ୟୁପିରେ ୯୬ଟି ଫ୍ଲାଏ ଓଭର ବ୍ରିଜ ଏବେ ନିର୍ମାଣଧୀନ ରହିଛି। ଗାଡ଼ି ଚଳାଚଳ ସହିତ ମେସିନ ଆଦି ନିର୍ମାଣ କାମରେ ବ୍ୟବହୃତ ହେଉଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଅନ୍ୟପଟେ ଏବେ ପାର୍ବଣ ସମୟ ସହିତ ପାଣିପାଗ ପାଇଁ ପ୍ରଦୂଷଣର ମାତ୍ରା ବଢ଼ିଛି ବୋଲି ଜଣାପଡ଼ିଛି।

ତାପମାତ୍ରା କମିବା ପରେ ବାୟୁମଣ୍ଡଳରେ ଥିବା ଧୂଳିକଣା ତଳକୁ ଖସି ପଡ଼ିବ ବୋଲି କୁହାଯାଇଛି। ଏହାପରେ ପ୍ରଦୂଷଣ ମାତ୍ରା କମିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆଗକୁ ଶୀତ ଋତୁ ଆସୁଛି। ଏହି ସମୟରେ ପ୍ରଦୂଷଣ ମାତ୍ରା ଆହୁରି ଖରାପ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story