ଚୋରି କରିବାକୁ ଆସି ସ୍ୟାମ୍ପେନ୍‌ ପିଇ ଶୋଇପଡ଼ିଲା ଚୋର

ମୁମ୍ବାଇ: ମଦ ପାଇଁ ଦୁର୍ବଳତା ମଣିଷକୁ କେଉଁ ଭଳି ପରିସ୍ଥିତିରେ ପକାଏ ତା’ର ବିଭିନ୍ନ ଉଦାହରଣ ରହିଛି। ତେବେ ମୁମ୍ବାଇରେ ଏଭଳି ଭାବେ ଜଣେ ଚୋର ଫସିଯାଇଥିବା ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ। ମିଳିଥିବା ସୂଚନା ଅନୁଯାୟୀ ଏହି ଚୋର ଜଣକ ମୁମ୍ବାଇର ଏକ ଦାମୀ ଫ୍ଲାଟ୍‌ରେ ଚୋରି କରିବାକୁ ପଶିଥିଲା। କିନ୍ତୁ ଚୋରି କରିବା ଆଗରୁ ସ୍ୟାମ୍ପେନ୍‌ ଉପରେ ନଜର ପଡ଼ିଥିଲା। ତେବେ ସ୍ୟାମ୍ପେନ୍‌ ପିଇବା ଆରମ୍ଭ କରିବା ପରେ ଲୋଭ ସମ୍ଭାଳି ନପାରି […]

thief-drunk

thief-drunk

Subrat Kumar Nayak
  • Published: Friday, 14 February 2020
  • Updated: 14 February 2020, 09:35 PM IST

Sports

Latest News

ମୁମ୍ବାଇ: ମଦ ପାଇଁ ଦୁର୍ବଳତା ମଣିଷକୁ କେଉଁ ଭଳି ପରିସ୍ଥିତିରେ ପକାଏ ତା’ର ବିଭିନ୍ନ ଉଦାହରଣ ରହିଛି। ତେବେ ମୁମ୍ବାଇରେ ଏଭଳି ଭାବେ ଜଣେ ଚୋର ଫସିଯାଇଥିବା ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ। ମିଳିଥିବା ସୂଚନା ଅନୁଯାୟୀ ଏହି ଚୋର ଜଣକ ମୁମ୍ବାଇର ଏକ ଦାମୀ ଫ୍ଲାଟ୍‌ରେ ଚୋରି କରିବାକୁ ପଶିଥିଲା। କିନ୍ତୁ ଚୋରି କରିବା ଆଗରୁ ସ୍ୟାମ୍ପେନ୍‌ ଉପରେ ନଜର ପଡ଼ିଥିଲା।

ତେବେ ସ୍ୟାମ୍ପେନ୍‌ ପିଇବା ଆରମ୍ଭ କରିବା ପରେ ଲୋଭ ସମ୍ଭାଳି ନପାରି ଏକାସାଥିରେ ୨ଟି ବୋତଲ ପିଇଦେଇଥିଲା। ଏପରି ଭାବେ ମଦ ନିଶା ଚଢ଼ିଥିଲା ଯେ, ସେ ଚୋରି ନିଶା ଭୁଲି ବେହୋସ୍‌ ହୋଇ ଶୋଇପଡ଼ିଥିଲା।

ଏହି ଫ୍ଲାଟ୍‌ଟି ମରାଇନ୍‌ ଡ୍ରାଇଭ୍‌ ଅଞ୍ଚଳରେ ଏବଂ ମାଲିକ ସେହି ଫ୍ଲୋର୍‌ର ଅନ୍ୟ ଏକ ଫ୍ଲାଟ୍‌ରେ ରୁହନ୍ତି। ସଦ୍ୟ କିଛି ଦିନ ତଳେ ହିଁ ସେ ଫ୍ଲାଟ୍‌ ବଦଳାଇଥିଲେ। କେବଳ ଅଳ୍ପ କିଛି ଆସବାବପତ୍ର ରହିଯାଇଥିଲା। ତେବେ ଘଟଣା ପରଦିନ ସକାଳୁ ସଫେଇ କରୁଥିବା ଲୋକ କବାଟ ଖୋଲିବାକୁ ପ୍ରୟାସ କରିଥିଲା, ଭିତରୁ ବନ୍ଦ ପଡ଼ିଥିବା ଜାଣିବାକୁ ପାଇଥିଲା।

ଏହାପରେ ବ୍ୟବସାୟୀଙ୍କୁ ଡାକି କବାଟ ଭଙ୍ଗାଯାଇଥିଲା। ସମସ୍ତେ ଭିତରକୁ ଯାଇ ଦେଖନ୍ତି ତ ଚୋର ଜଣକ ଛୁରୀଟିଏ ଥୋଇଦେଇ ଆରାମରେ ସୋଫା ଉପରେ ଶୋଇଛି। ଏହାପରେ ଚୋରଟିକୁ କାବୁ କରି ପୁଲିସ୍‌ ଡକାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story