ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ଦେହରେ ବିସ୍ଫୋରକ ଲଗାଇ ନିଜକୁ ଉଡ଼ାଇ ଦେଲା ସ୍ୱାମୀ

ଉଦୟପୁର: ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ହୁଏ ଓ କିଛି ସମୟ ପରେ ଏହାର ସମାଧାନ ହୋଇଯାଏ। ଝଗଡ଼ା ଟିକେ ଅଧିକ ହୋଇଗଲେ କେହି କେହି କିଛି ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ କରି ଦିଅନ୍ତି। ହେଲେ ପରେ ସବୁ ଠିକ୍‌ ହୋଇଯାଏ। ତେବେ ରାଜସ୍ଥାନର ଉଦୟପୁରରେ ସ୍ତ୍ରୀ ଘର ଛାଡ଼ି ଚାଲିଯିବାରୁ ଜଣେ ଯୁବକ ଦେହରେ ଡେଟୋନେଟର୍ ଲଗାଇ ନିଜକୁ ଉଡ଼ାଇ ଦେଇଛନ୍ତି। ତାଙ୍କ ନାଁ ବିନୋଦ ମିଣା […]

ttt

ttt

Rakesh Mallick
  • Published: Monday, 16 July 2018
  • Updated: 16 July 2018, 03:08 PM IST

Sports

Latest News

ଉଦୟପୁର: ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ହୁଏ ଓ କିଛି ସମୟ ପରେ ଏହାର ସମାଧାନ ହୋଇଯାଏ। ଝଗଡ଼ା ଟିକେ ଅଧିକ ହୋଇଗଲେ କେହି କେହି କିଛି ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ କରି ଦିଅନ୍ତି। ହେଲେ ପରେ ସବୁ ଠିକ୍‌ ହୋଇଯାଏ। ତେବେ ରାଜସ୍ଥାନର ଉଦୟପୁରରେ ସ୍ତ୍ରୀ ଘର ଛାଡ଼ି ଚାଲିଯିବାରୁ ଜଣେ ଯୁବକ ଦେହରେ ଡେଟୋନେଟର୍ ଲଗାଇ ନିଜକୁ ଉଡ଼ାଇ ଦେଇଛନ୍ତି। ତାଙ୍କ ନାଁ ବିନୋଦ ମିଣା (୩୦)। ତାଙ୍କ ଘର ଉଦୟପୁରର ଗୋବର୍ଦ୍ଧନ ବିଲାସରେ।

ଅଭିଯୋଗ ଅନୁସାରେ, ବିନୋଦ ଏବଂ ତାଙ୍କ ସ୍ତ୍ରୀ ହେମଲତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ହେମଲତା ଘର ଛାଡ଼ି ଚାଲି ଯାଇଥିଲେ। ୫ ଦିନ ଧରି ବିନୋଦ ତାଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇଯାଇଥିଲେ। ସେ ଘର ଆଗରେ ଏକ ଡେଟୋନେଟର୍‌କୁ ଦେହରେ ବାନ୍ଧି ସେଥିରେ ନିଆଁ ଲଗାଇ ଦେଇଥିଲେ। କିଛି ସେକେଣ୍ଡ୍‌ ପରେ ଏକ ଜୋର୍‌ଦାର୍‌ ବିସ୍ଫୋରଣ ହେଲା। ଏଥିରେ ବିନୋଦଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।

ବିନୋଦ ପଥର ଖାଦାନରେ କାମ କରୁଥିଲେ। ସେଠାରୁ ସେ ଏକ  ଡେଟୋନେଟର୍‌ ଘରକୁ ଆଣିଥିଲେ। ଆଖପାଖ ଦୋକାନରେ ଲାଗିଥିବା ସିସିଟିଭିର ଫୁଟେଜ୍‌ଗୁଡ଼ିକୁ ପୁଲିସ୍‌ ଯାଞ୍ଚ କରିଥିଲା। ଗୋଟିଏ ସିସିଟିଭିରେ ବିନୋଦ ନିଜ ଦେହରେ ଡେଟୋନେଟର୍‌ ବାନ୍ଧୁଥିବା ଦୃଶ୍ୟ ରେକର୍ଡ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story