କ୍ୱାରେଣ୍ଟାଇନ୍‌ରେ ସ୍ୱାମୀ, ପ୍ରେମିକ ସହିତ ସ୍ତ୍ରୀ ଫେରାର

ଭୋପାଲ: ସ୍ୱାମୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ। ପୁଲିସ୍‌ ଏ ଘଟଣାରେ ନିଖୋଜ ମାମଲା ଦାଏର କରି ତଦନ୍ତ ଚଲାଇଛି। ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ ଜଣେ ପ୍ରବାସୀ ଶ୍ରମିକ। ତାଙ୍କ ବୟସ ୫୦ ବର୍ଷ। ସେ ଦିଲ୍ଲୀରେ ଏକ କନ୍‌ଷ୍ଟ୍ରକ୍‌ସନ୍ କମ୍ପାନୀରେ କାମ କରନ୍ତି। ମେ’ ୧୯ ତାରିଖରେ ସେ ତାଙ୍କ ଗାଁ ମଧ୍ୟପ୍ରଦେଶର ମୁଣ୍ଡେରୀକୁ ଫେରିଥିଲେ। ଏହାପରେ ସେ କ୍ୱାରେଣ୍ଟାଇନ୍‌ରେ […]

LOVER

LOVER

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 09:02 AM IST

Sports

Latest News

ଭୋପାଲ: ସ୍ୱାମୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ। ପୁଲିସ୍‌ ଏ ଘଟଣାରେ ନିଖୋଜ ମାମଲା ଦାଏର କରି ତଦନ୍ତ ଚଲାଇଛି।

ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ ଜଣେ ପ୍ରବାସୀ ଶ୍ରମିକ। ତାଙ୍କ ବୟସ ୫୦ ବର୍ଷ। ସେ ଦିଲ୍ଲୀରେ ଏକ କନ୍‌ଷ୍ଟ୍ରକ୍‌ସନ୍ କମ୍ପାନୀରେ କାମ କରନ୍ତି। ମେ’ ୧୯ ତାରିଖରେ ସେ ତାଙ୍କ ଗାଁ ମଧ୍ୟପ୍ରଦେଶର ମୁଣ୍ଡେରୀକୁ ଫେରିଥିଲେ। ଏହାପରେ ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ସରକାରଙ୍କ ନିୟମ ଅନୁଯାୟୀ, ୭ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତା’ପରେ ୭ ଦିନିଆ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଘରକୁ ଆସିଥିଲେ। ତେବେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ତାଙ୍କ ସ୍ତ୍ରୀ (୪୬ ବର୍ଷ) ଆଉ କାହା ସହ ଫେରାର ହୋଇଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

ଏହି ଶ୍ରମିକ ଜଣଙ୍କ କହିଛନ୍ତି ଯେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୭ ଦିନ ରହି ସାରିବା ପରେ ସେ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ସେ ଘରର ପ୍ରଥମ ମହଲାରେ ରହୁଥିଲେ। ତାଙ୍କ ସ୍ତ୍ରୀ ଓ ପିଲାମାନେ ତଳ ମହଲାରେ ରହୁଥିଲେ। ତେବେ ଗତକାଲି ସକାଳୁ ଉଠିବା ପରେ ସେ ନିଜ ରୁମ୍ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କାରଣ ରୁମ୍‌ ବାହାର ପଟୁ ବନ୍ଦ ଥିଲା। ତେବେ ସେ କୌଣସି ମତେ ନିଜ ସେଠାରୁ ବାହାରିବାରେ ସଫଳ ହୋଇଥିଲେ। ସେତେବେଳେ ଘରେ ତାଙ୍କ ସ୍ତ୍ରୀ ନଥିଲେ। ତାଙ୍କ ପିଲାମାନେ ମଧ୍ୟ କିଛି ଜାଣି ନ ଥିବା କହିଥିଲେ। ଏହାପରେ ସେ ମୁହଁରେ ଗାମୁଛା ବାନ୍ଧି ଆଖପାଖ ଘର ବୁଲି ତାଙ୍କ ସ୍ତ୍ରୀଙ୍କ ବାବଦରେ ପଚାରିଥିଲେ। ତେବେ କେହି କିଛି ଜାଣି ନ ଥିବା କହିଥିଲେ।

ସୁଚନାଯୋଗ୍ୟ, ଏହି ଶ୍ରମିକଙ୍କର ତିନି ସନ୍ତାନ ଅଛନ୍ତି। ପୂର୍ବରୁ ସେ ପିଲାଛୁଆ ଧରି ଦିଲ୍ଲୀରେ ରହୁଥିଲେ। ତେବେ ଦେଢ଼ ବର୍ଷ ହେବ ତାଙ୍କ ସ୍ତ୍ରୀ ଓ ପିଲାମାନେ ଗାଁରେ ରହିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story