ଲକ୍‌ଡାଉନ୍ ବେଳେ ସୁଟ୍‌କେସ୍‌ ଭିତରେ ସାଙ୍ଗକୁ ଆଣିଲେ ଛାତ୍ର

ମାଙ୍ଗାଲୋର: ଲକଡାଉନ୍ ବେଳେ ଆପାର୍ଟମେଣ୍ଟରେ ଅନ୍ୟ ଲୋକଙ୍କୁ ପ୍ରବେଶ କରିବାକୁ ଦେଲେନି ସିକ୍ୟୁରିଟି ଗାର୍ଡ। ଶେଷରେ ରବିବାର ବିଳମ୍ୱିତ ରାତ୍ରୀରେ ନିଜର ସାଙ୍ଗକୁ ସୁଟକେସରେ ଭର୍ତ୍ତି କରି ନିଜ ରୁମକୁ ଆଣିଛି ଜଣେ ୧୭ ବର୍ଷର ସାଙ୍ଗ। ନିଜର ସାଙ୍ଗକୁ ରୁମକୁ ଆଣିବା ପାଇଁ ଅନେକ ଥର ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମତି ମାଗିଥିଲା ସେ। ହେଲେ ଅନୁମତି ନମିଳିବାରୁ ବିକଳ୍ପ ରାସ୍ତା ଭାବେ ସୁଟକେସରେ ଭର୍ତ୍ତି କରି ନିଜ ସାଙ୍ଗକୁ ରାତି ଅଧରେ ରୁମକୁ […]

suitcase

suitcase

Subhransu Sekhar
  • Published: Monday, 13 April 2020
  • Updated: 13 April 2020, 01:37 PM IST

Sports

Latest News

ମାଙ୍ଗାଲୋର: ଲକଡାଉନ୍ ବେଳେ ଆପାର୍ଟମେଣ୍ଟରେ ଅନ୍ୟ ଲୋକଙ୍କୁ ପ୍ରବେଶ କରିବାକୁ ଦେଲେନି ସିକ୍ୟୁରିଟି ଗାର୍ଡ। ଶେଷରେ ରବିବାର ବିଳମ୍ୱିତ ରାତ୍ରୀରେ ନିଜର ସାଙ୍ଗକୁ ସୁଟକେସରେ ଭର୍ତ୍ତି କରି ନିଜ ରୁମକୁ ଆଣିଛି ଜଣେ ୧୭ ବର୍ଷର ସାଙ୍ଗ। ନିଜର ସାଙ୍ଗକୁ ରୁମକୁ ଆଣିବା ପାଇଁ ଅନେକ ଥର ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମତି ମାଗିଥିଲା ସେ। ହେଲେ ଅନୁମତି ନମିଳିବାରୁ ବିକଳ୍ପ ରାସ୍ତା ଭାବେ ସୁଟକେସରେ ଭର୍ତ୍ତି କରି ନିଜ ସାଙ୍ଗକୁ ରାତି ଅଧରେ ରୁମକୁ ଆଣିଛି। ଯାହାକୁ ଦେଖି ପଡ଼ୋଶୀମାନେ ମଧ୍ୟ ହତବାକ୍ ହୋଇଛନ୍ତି। ତେବେ ୧୭ ବର୍ଷୀୟ ଏହି ପିଲାଟି କେବେ ଅନୁମତି ମାଗିନାହିଁ ବୋଲି ଆପାର୍ଟମେଣ୍ଟ ସଂଘ କହିଛି।

ବିଲ୍ଡିର ସିକ୍ୟୁରିଟି ଗାର୍ଡ କହିଛନ୍ତି, ରବିବାର ରାତିରେ ୧୭ ବର୍ଷୀୟ ପୁଅଟି ଏକ ବଡ଼ ସୁଟକେସ ଧରି ଏକ ଅଟୋରୁ ଓହ୍ଲାଇଥିଲା। ଏହାପରେ ତା’ର ସାଙ୍ଗକୁ ସୁଟକେସ ଭିତରେ ପୂରାଇ ସ୍କୁଟିରେ ରଖି ଆଣିଥିଲା। ହେଲେ ସ୍କୁଟିରୁ ଓହ୍ଲାଇବା ପରେ ସୁଟକେସକୁ ଟାଣିବା ବେଳେ ତାଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଆପାର୍ଟମେଣ୍ଟ ସଂଘକୁ ଫୋନ୍ କରି କହିଥିଲେ ସିକ୍ୟୁରିଟି ଗାର୍ଡ। କିଛି ସମୟ ପରେ ପୁଲିସ ଏବଂ ଆପାର୍ଟମେଣ୍ଟ ଅଧିକାରୀମାନେ ପହଞ୍ଚି ସେହି ପୁଅକୁ ଚେତାବନୀ ଦେବା ପରେ ପଳାଇଥିଲେ। ସିକ୍ୟୁରିଟି ଗାର୍ଡଙ୍କ ମତାମତ ପରେ ସିସିଟିଭି ଫୁଟେଜ ଚେକ କରିବା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା।

ସିଟି ପୁଲିସ କମିଶନର ପିଏ ହର୍ଷ କହିଛନ୍ତି ମାଙ୍ଗାଲୁରୁ ଇଷ୍ଟ ଥାନାରେ ଆପାର୍ଟମେଣ୍ଟ ସଂଘ ୧୭ ବର୍ଷୀୟ ପୁଅ ନାମରେ ଏତଲା ଦେଇଛନ୍ତି। ଖୁବଶୀଘ୍ର ଉଭୟଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ। ସୁଟକେସ ଭିତରେ ଆସିଥିବା ପିଲାଟି ସ୍ଥାନୀୟ ବାସିନ୍ଦା। ସେ ତାର କ୍ଲାସମେଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story