ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନୂଆଦିଲ୍ଲୀ: ଲେବାନନ ରାଜଧାନୀ ବିରଟ ସହରର କେନ୍ଦ୍ରସ୍ଥଳ ପୋର୍ଟ ଅଞ୍ଚଳରେ ଆଜି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏ ଯାଏଁ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ଘଟିଛି। #BeirutBlast #Lebanonexplosion ଘଟଣାର ଆଉ ଏକ ଭୟଙ୍କର ଦୃଶ୍ୟ। ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା […]

explore

explore

Manoranjan Sial
  • Published: Tuesday, 04 August 2020
  • Updated: 05 August 2020, 07:17 AM IST

Sports

Latest News

ନୂଆଦିଲ୍ଲୀ: ଲେବାନନ ରାଜଧାନୀ ବିରଟ ସହରର କେନ୍ଦ୍ରସ୍ଥଳ ପୋର୍ଟ ଅଞ୍ଚଳରେ ଆଜି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏ ଯାଏଁ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ଘଟିଛି।

ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳି ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକ ମଧ୍ୟ ଦୋହଲି ଯାଇଛି। ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ ବାହାରକୁ ପଳାଇ ଯାଉଥିବା ଦେଖାଯାଇଛି। ତେବେ ବିସ୍ପୋରଣ ସ୍ଥଳଠୁ ଅନେକ ଦୂର ଯାଏଁ କୋଠାବାଡ଼ି, ଘରଦ୍ୱାର, ଗାଡ଼ି ମୋଟର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story