ଘେରିବେ ବିରୋଧୀ, ଶୁକ୍ରବାର ସୋନିଆଙ୍କ ନେତୃତ୍ୱରେ ବୈଠକ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିଛି। ଏଥିପାଇଁ ଦେଶର ପ୍ରବାସୀ ଶ୍ରମିକ ଓ ନିମ୍ନ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସରକାର ଯଦିଓ ସହାୟତା ପ୍ରଦାନ କରିଛନ୍ତି ହେଲେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନବାଚୀ ଉଠାଇଛି। ସରକାର ଗରିବଙ୍କୁ ଋଣ ଦେବା ପାଇଁ ବ୍ୟବସ୍ଥା କରିବା ପ୍ରତିବଦଳରେ ହାତକୁ ନଗଦ ଟଙ୍କା ଦେବାର ଥିଲା ବୋଲି କଂଗ୍ରେସ କହିଛି। ସେହିପରି ପ୍ରବାସୀ ଚାଲିଚାଲି ଯିବାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ। ଏବେ ଏହାକୁ […]

sonia

sonia

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 06:09 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିଛି। ଏଥିପାଇଁ ଦେଶର ପ୍ରବାସୀ ଶ୍ରମିକ ଓ ନିମ୍ନ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସରକାର ଯଦିଓ ସହାୟତା ପ୍ରଦାନ କରିଛନ୍ତି ହେଲେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନବାଚୀ ଉଠାଇଛି। ସରକାର ଗରିବଙ୍କୁ ଋଣ ଦେବା ପାଇଁ ବ୍ୟବସ୍ଥା କରିବା ପ୍ରତିବଦଳରେ ହାତକୁ ନଗଦ ଟଙ୍କା ଦେବାର ଥିଲା ବୋଲି କଂଗ୍ରେସ କହିଛି।

ସେହିପରି ପ୍ରବାସୀ ଚାଲିଚାଲି ଯିବାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ। ଏବେ ଏହାକୁ ନେଇ କଂଗ୍ରେସ ୨୨ ତାରିଖରେ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛି। ଶୁକ୍ରବାର ଦିନ ସୋନିଆଙ୍କ ନେତୃତ୍ୱରେ ବିରୋଧୀ ଦଳ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ। ଅପରାହ୍ନ ୩ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି।

ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ଅଧ୍ୟକ୍ଷ ହେମନ୍ତ ସୋରେନ୍, ଡିଏମକେର ମୁଖ୍ୟ ଏମକେ ଷ୍ଟାଲିନ୍, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ସିପିଆଇ-ଏମର ସୀତାରାମ ୟେଚୁରୀ ଆଦି ୨୦ଟି ଦଳର ନେତା ଯୋଗ ଦେବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story