ଆସାମ ରାଜ୍ୟପାଳଙ୍କ ବହିଷ୍କାର ଦାବି କଲେ ମାୟାବତୀ

ନୂଆଦିଲ୍ଲୀ: ଆସାମ ରାଜ୍ୟପାଳ ପି.ବି. ଆଚାର୍ଯ୍ୟ ବିଭାଜନ ସୃଷ୍ଟିକାରୀ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିବାରୁ ତାଙ୍କୁ ବହିଷ୍କାର କରିବାକୁ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଦାବି କରିଛନ୍ତି। ଏହାସହ ତାଙ୍କୁ ଆଇନ ଅନୁଯାଇ ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି। ପିବି ଆଚାର୍ଯ୍ୟଙ୍କ ଗ୍ଧହିନ୍ଦୁସ୍ତାନ ଓ ହିନ୍ଦୁଗ୍ଦ ମନ୍ତବ୍ୟକୁ ସେ ତୀବ୍ର ନିନ୍ଦା କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Mayawati-7

Rakesh Mallick
  • Published: Monday, 23 November 2015
  • , Updated: 24 November 2015, 05:31 AM IST

Related story