ମୁମ୍ୱାଇ : ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ, ୧୦ ଆହତ

ମୁମ୍ୱାଇ: ମୁମ୍ୱାଇରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ମୁମ୍ୱାଇର ମଲାଡ଼ ଅଞ୍ଚଳରେ। ଗତକାଲି ରାତିରେ ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀନଗର ବସ୍ତିରେ କିଛି ସ୍ଥାନୀୟ ବାସିନ୍ଦା ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଏପର୍ଯ୍ୟନ୍ତ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ଥିବା ଅନ୍ୟ ୧୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୋଲିସ ଘଟଣାରେ ମଦ ବିକୁଥିବା ରାଜୁ […]

mubai

mubai

Rakesh Mallick
  • Published: Friday, 19 June 2015
  • Updated: 19 June 2015, 09:30 AM IST

Sports

Latest News

ମୁମ୍ୱାଇ: ମୁମ୍ୱାଇରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ମୁମ୍ୱାଇର ମଲାଡ଼ ଅଞ୍ଚଳରେ। ଗତକାଲି ରାତିରେ ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀନଗର ବସ୍ତିରେ କିଛି ସ୍ଥାନୀୟ ବାସିନ୍ଦା ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଏପର୍ଯ୍ୟନ୍ତ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ଥିବା ଅନ୍ୟ ୧୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୋଲିସ ଘଟଣାରେ ମଦ ବିକୁଥିବା ରାଜୁ ଲଙ୍ଗଡ଼ା ନାମକ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିଦ୍ଦେର୍ଶ ଦେଇଛନ୍ତି ମହାରାଷ୍ଟ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story