ଦେଶର ଭବିଷ୍ୟତକୁ ମୋଦି, ଶାହ ନଷ୍ଟ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବ ବିରୋଧୀ କଂଗ୍ରେସ। ଆସନ୍ତାକାଲି (ସୋମବାର) ଦିଲ୍ଲୀର ରାଜଘାଟ ସମେତ ଅନେକ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ। ରାହୁଲ ଗାନ୍ଧି ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହି ପ୍ରସଙ୍ଗରୁ ଦୂରେଇ ଯାଇ ଅର୍ଥନୀତି, ବରୋଜଗାରକୁ ପ୍ରସଙ୍ଗ କରି ଟୁଇଟ୍ କରି କହିଛନ୍ତି ରାହୁଲ ଗାନ୍ଧି। ଦେଶର ଅର୍ଥନୀତି ଯେଉଁଭଳି ଭାବରେ ଭୁଶୁଡ଼ିଛି ତାହାକୁ ମୋଦି, ଶାହ […]

RAHUL

RAHUL

Subhransu Sekhar
  • Published: Sunday, 22 December 2019
  • Updated: 22 December 2019, 04:30 PM IST

Sports

Latest News

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବ ବିରୋଧୀ କଂଗ୍ରେସ। ଆସନ୍ତାକାଲି (ସୋମବାର) ଦିଲ୍ଲୀର ରାଜଘାଟ ସମେତ ଅନେକ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ। ରାହୁଲ ଗାନ୍ଧି ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହି ପ୍ରସଙ୍ଗରୁ ଦୂରେଇ ଯାଇ ଅର୍ଥନୀତି, ବରୋଜଗାରକୁ ପ୍ରସଙ୍ଗ କରି ଟୁଇଟ୍ କରି କହିଛନ୍ତି ରାହୁଲ ଗାନ୍ଧି।

ଦେଶର ଅର୍ଥନୀତି ଯେଉଁଭଳି ଭାବରେ ଭୁଶୁଡ଼ିଛି ତାହାକୁ ମୋଦି, ଶାହ ସାମ୍ନା କରିପାରିବେ ନାହିଁ। ନିଜ ପ୍ରତି ଥିବା ଘୃଣା ଭାବକୁ ଦୂରେଇବା ପାଇଁ ମୋଦି, ଶାହ ଦେଶକୁ ବିଭାଜନ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ଆମେ ତାଙ୍କୁ କେବଳ ପ୍ରେମ ଜରିଆରେ ଉଚିତ୍ ଜବାବ ଦେଇପାରିବା ବୋଲି ରାହୁଲ କହିଛନ୍ତି।

https://twitter.com/RahulGandhi/status/1208671458160807936

ଦିଲ୍ଲୀରେ ରାମଲୀଳା ମଇଦାନରେ ବିଜେପିର ରାଲିରେ ଯୋଗଦେଇ ଆଜି ପ୍ରଧାନମନ୍ତ୍ରୀ ବିରୋଧୀ ସିଏଏକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଥିଲେ। ନିଜ ରାଜନୀତିକ ସ୍ୱାର୍ଥ ହାସଲ କରିବା ପାଇଁ ବିରୋଧୀ ଗୁଜବ ଖବର ଜରିଆରେ ଲୋକଙ୍କୁ ଉସକାଉଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ମୋଦି ଏଭଳି ଅଭିଯୋଗ ଆଣିବା ପରେ ଆସନ୍ତାକାଲି କଂଗ୍ରେସ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବ ବୋଲି ରାହୁଲ ଆଜି ଟୁଇଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story