ମୁମ୍ୱାଇ: ବୁଡିଯାଉଥିବା ଜାହାଜରୁ୨୦ ଜଣଙ୍କୁ ଉଦ୍ଧାର କଲା ନୌସେନା

ମୁମ୍ୱାଇ: ମୁମ୍ୱାଇ ଉପକୂଳରୁ  ପ୍ରାୟ ୪୬ କିଲୋମିଟର ଦୂରରେ ବୁଡିଯାଉଥିବା  ଜିନ୍ଦଲ କାମାକ୍ଷୀ  ପଣ୍ୟବାହୀ ଜାହାଜରୁ ଭାରତୀୟ ନୌସନାର ଯବାନମାନେ ୨୦ଜଣ ସଦସ୍ୟଙ୍କୁ  ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ଜାହାଜର କ୍ୟାପଟନ୍  ମଧ୍ୟ ଅଛନ୍ତି। ଉଦ୍ଧାର କରାଯାଇଥିବା ସମସ୍ତ ଜାହାଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଣାଳୟରୁ ସୀତାଂଶୁ କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅତ୍ୟଧିକ ମାଲ ବୋଝେଇ ହୋଇଥିବା ଏହି ଜାହାଜଟି ଗତକାଲି ରାତିପ୍ରାୟ ୧୧ଟାରୁ ବୁଡିବା ଆରମ୍ଭ ହୋଇଥିଲା। […]

mumbai-

mumbai-

Rakesh Mallick
  • Published: Monday, 22 June 2015
  • Updated: 22 June 2015, 12:04 PM IST

Sports

Latest News

ମୁମ୍ୱାଇ: ମୁମ୍ୱାଇ ଉପକୂଳରୁ  ପ୍ରାୟ ୪୬ କିଲୋମିଟର ଦୂରରେ ବୁଡିଯାଉଥିବା  ଜିନ୍ଦଲ କାମାକ୍ଷୀ  ପଣ୍ୟବାହୀ ଜାହାଜରୁ ଭାରତୀୟ ନୌସନାର ଯବାନମାନେ ୨୦ଜଣ ସଦସ୍ୟଙ୍କୁ  ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ଜାହାଜର କ୍ୟାପଟନ୍  ମଧ୍ୟ ଅଛନ୍ତି। ଉଦ୍ଧାର କରାଯାଇଥିବା ସମସ୍ତ ଜାହାଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରାଣାଳୟରୁ ସୀତାଂଶୁ କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅତ୍ୟଧିକ ମାଲ ବୋଝେଇ ହୋଇଥିବା ଏହି ଜାହାଜଟି ଗତକାଲି ରାତିପ୍ରାୟ ୧୧ଟାରୁ ବୁଡିବା ଆରମ୍ଭ ହୋଇଥିଲା। ରାତି ୧୧ଟା ୧୦ରେ  ନୌସେନାକୁ ଏନେଇ ଫୋନ୍ କରାଯାଇଥିଲା।  ଖବର ପାଇବା ମାତ୍ରେ ଭାରତୀୟ ନୌସେନାର ସିକିଂ ସରସି ହେଲିକପ୍ଟରକୁ ସେଠାକୁ ପରିସ୍ଥିତିର ସମୀକ୍ଷା କରିବାକୁ ପଠାଯାଇଥିଲା। ଏହାପରେ ରାତି ପ୍ରାୟ ୨ ଟା ବେଳେ ଆଇଏନଏଏ ମୁମ୍ୱାଇର ଘଟଣାସ୍ଥଳକୁ ପଠାଯାଇଥିଲା। ଆଜି ସକାଳେ ସାତଟା ରେ ଏହି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ ବୁଡି ଯାଉଥିବା ଜାହାଜରୁ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସକାଳ ୯ଟାବେଳେ କେଲାବା ସ୍ଥିତ ଶିକ୍ର ନାଭାଲ ଏୟାର ଷ୍ଟେସନରୁ ଅଣାଯାଇଥିଲା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଘଟଣାସ୍ଥଳକୁ ନୌସେନାର ଅଧିକ ଜାହାଜକୁ ପଠାଯାଇଛି । ବୁଡି ଯାଉଥିବା ଜାହାଜଟି ଯେପରି ମୁମ୍ୱାଇ ଉପକୂଳକୁ ଭାସି ଆସି ନଆସିବ ସେଥିପାଇଁ ଏହି ଜାହାଜ ଗୁଡିକୁ ସେଠାକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story