ଅଯୋଧ୍ୟା ଗୁଳିକାଣ୍ଡରେ ୧୬ ବଦଳରେ ୩୦ କରସେବକ ମରିଥିଲେ ବି ପଛକୁ ହଟି ନ ଥାନ୍ତୁ: ମୁଲାୟମ

ଲକ୍ଷ୍ମୌ: ଅଯୋଧ୍ୟା ଗୁଳିକାଣ୍ଡ ଘଟଣା ଉପରେ ଶନିବାର ମୁଲାୟମ ସିଂ ଯାଦବ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଏହି ଘଟଣାରେ ୧୬ ବଦଳରେ ୩୦ କରସେବକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଆମେ ପଛକୁ ହଟି ନ ଥାନ୍ତୁ। ସେ କହିଛନ୍ତି, “ଦେଶରେ ଏକତା ବଜାଇ ରଖିବାକୁ ଅଯୋଧ୍ୟାରେ କରସେବକଙ୍କ ଉପରକୁ ଗୁଳି ମାଡ଼ କରିବାକୁ ପଡିଥିଲା। ସେ ସମୟରେ ଗୁଳି ଚଳା ଯାଇ ନ ଥିଲେ ମୁସଲମାନଙ୍କର ଦେଶ ଉପରୁ ବିଶ୍ୱାସ ଉଠି ଯାଇଥାନ୍ତି।”

mulayam

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 11:37 PM IST

ଲକ୍ଷ୍ମୌ: ଅଯୋଧ୍ୟା ଗୁଳିକାଣ୍ଡ ଘଟଣା ଉପରେ ଶନିବାର ମୁଲାୟମ ସିଂ ଯାଦବ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଏହି ଘଟଣାରେ ୧୬ ବଦଳରେ ୩୦ କରସେବକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଆମେ ପଛକୁ ହଟି ନ ଥାନ୍ତୁ।

ସେ କହିଛନ୍ତି, “ଦେଶରେ ଏକତା ବଜାଇ ରଖିବାକୁ ଅଯୋଧ୍ୟାରେ କରସେବକଙ୍କ ଉପରକୁ ଗୁଳି ମାଡ଼ କରିବାକୁ ପଡିଥିଲା। ସେ ସମୟରେ ଗୁଳି ଚଳା ଯାଇ ନ ଥିଲେ ମୁସଲମାନଙ୍କର ଦେଶ ଉପରୁ ବିଶ୍ୱାସ ଉଠି ଯାଇଥାନ୍ତି।”

Related story