ନରେନ୍ଦ୍ର ମୋଦି ଓ ଅମିତ ଶାହ ଅନୁପ୍ରବେଶକାରୀ: ଅଧୀର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅନୁପ୍ରବେଶକାରୀ। ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଂସଦରେ କହିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହାପରେ ଏନଆରସି ପ୍ରସଙ୍ଗରେ ଜାବବ ରଖିବାକୁ ଯାଇ ଆଜି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ। ଏଧିସହ ଧର୍ମର କାର୍ଡ ଖେଳି ଆରମ୍ଭ କରିଛନ୍ତି ରାଜନୀତି। ଏନଆରସିକୁ ନେଇ ସାରା ଦେଶର ଲୋକେ କୋକୁଆ ଭୟ ରହିଛନ୍ତି […]

modi saha

modi saha

Subhransu Sekhar
  • Published: Sunday, 01 December 2019
  • Updated: 01 December 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅନୁପ୍ରବେଶକାରୀ। ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଂସଦରେ କହିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହାପରେ ଏନଆରସି ପ୍ରସଙ୍ଗରେ ଜାବବ ରଖିବାକୁ ଯାଇ ଆଜି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ। ଏଧିସହ ଧର୍ମର କାର୍ଡ ଖେଳି ଆରମ୍ଭ କରିଛନ୍ତି ରାଜନୀତି। ଏନଆରସିକୁ ନେଇ ସାରା ଦେଶର ଲୋକେ କୋକୁଆ ଭୟ ରହିଛନ୍ତି ବୋଲି ସେ କହିଛନ୍ତି।

ଏନଆରସି ପ୍ରସଙ୍ଗରେ ସରକାର ବିରୋଧରେ ବର୍ଷିବାକୁ ଯାଇ ସେ କହିଛନ୍ତି, ‘ହିନ୍ଦୁସ୍ଥାନ ସମସ୍ତଙ୍କର। ଏହି ହିନ୍ଦୁସ୍ଥାନରେ କାହାର ବ୍ୟକ୍ତିଗତ ଅଧୀକାର ନାହିଁ। ସମସ୍ତଙ୍କର ସମାନ ଅଧୀକାର ରହିଛି। ଅମିତ ଶାହ ଓ ନରେନ୍ଦ୍ର ମୋଦି ଆପଣମାନେ ନିଜେ ଅନୁପ୍ରବେଶକାରୀ। ଘର ଗୁଜରାଟରେ, ଦିଲ୍ଲୀ କାହିଁକି ଆସିଛନ୍ତି? ଆପଣମାନେ ନିଜେ ଅନୁପ୍ରବେଶକାରୀ’।

ଅଧୀର ଆହୁରି କହିଛନ୍ତି, ଏନଆରସି ଲାଗୁ କରି ସରକାର ମୁସଲମାନ ମାନଙ୍କୁ ଦେଶରୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି। ମୁସଲମାନ ମାନେ ଆମ ଦେଶର ନାଗରିକ। ଆଗାମୀ ଦିନରେ କିଏ ଏମାନଙ୍କୁ ଦେଶ ବାହାରକୁ ପଠାଇବ ଦେଖାଯିବ ବୋଲି କହି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଅଧୀର। ହିନ୍ଦୁସ୍ଥାନ ସମସ୍ତଙ୍କର, ଏଠି ହିନ୍ଦୁ ଓ ମୁସଲମାନ ସମସ୍ତଙ୍କର ସମାନ ଅଧୀକାର ରହିଛି। ସମସ୍ତଙ୍କ ସହଯୋଗରେ ହିନ୍ଦୁସ୍ଥାନ ତିଆରି ହୋଇଛି ବୋଲି ସେ କହିଛନ୍ତି।

ଏନଆରସିକୁ ନେଇ ଦେଶର ମୂଳ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗରିବ, ଆଦିବାସୀ, ପଛୁଆ ବର୍ଗ ଏବେ ଭୟଭୀତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଧୀର ରଞ୍ଜନ ପୂର୍ବରୁ ମଧ୍ୟ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସଂସଦରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଜମ୍ମୁ କଶ୍ମୀର ଭାରତର ଅନ୍ତରୀଣ ମାମଲା ନୁହେଁ କହିଥିଲେ ଅଧୀର। ଏହାପରେ ନିଜ ଦଳରେ ମଧ୍ୟ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସଂସଦରେ ମଧ୍ୟ କଂଗ୍ରେସ ବିରୋଧରେ ଜୋରଦାର ହଙ୍ଗମା ହୋଇଥିଲା। ପରେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଅର୍ଥରେ ନିଆଯାଇଛି ବୋଲି ଅଧୀର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story