ନେପାଳରେ ପୁଣି ଭୂକଂପ

କାଠମାଣ୍ଡୁ: ନେପାଳରେ ଭୂକଂପର ଧାରା ଅବ୍ୟାହତ ରହିଛି। ଗତ ଏପ୍ରିଲ୍ ୨୫ ତାରିଖରେ ହୋଇଥିବା ଭୟଙ୍କର ଭୂକଂପ ପରେ ଶନିବାର ଏଠାରେ ମଧ୍ୟମ ଧରଣର ଦୁଇଟି ଭୂକଂପ ଅନୁଭୁତ ହୋଇଥିଲା। ପ୍ରଥମ ଭୂକଂପ ଅନୁଭୁତ ହୋଇଥିଲା ୧୨ଟା ୨୩ ମିନିଟରେ। ନେପାଳର ରୁକୁମ ଜିଲ୍ଲାର ପଶ୍ଚିମାଞ୍ଚଳରେ ଏହି ଭୂକଂପ ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୪। ଆଉ ଏହାର କେନ୍ଦ୍ରସ୍ଥଳ ଥିଲା ରୁକୁମ ଜିଲ୍ଲା। କାଠମାଣ୍ଡୁ ଠାରୁ ପ୍ରାୟ ୬୦୦ କିଲୋମିଟର […]

nepal

nepal

Rakesh Mallick
  • Published: Saturday, 20 June 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ନେପାଳରେ ଭୂକଂପର ଧାରା ଅବ୍ୟାହତ ରହିଛି। ଗତ ଏପ୍ରିଲ୍ ୨୫ ତାରିଖରେ ହୋଇଥିବା ଭୟଙ୍କର ଭୂକଂପ ପରେ ଶନିବାର ଏଠାରେ ମଧ୍ୟମ ଧରଣର ଦୁଇଟି ଭୂକଂପ ଅନୁଭୁତ ହୋଇଥିଲା।

ପ୍ରଥମ ଭୂକଂପ ଅନୁଭୁତ ହୋଇଥିଲା ୧୨ଟା ୨୩ ମିନିଟରେ। ନେପାଳର ରୁକୁମ ଜିଲ୍ଲାର ପଶ୍ଚିମାଞ୍ଚଳରେ ଏହି ଭୂକଂପ ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୪। ଆଉ ଏହାର କେନ୍ଦ୍ରସ୍ଥଳ ଥିଲା ରୁକୁମ ଜିଲ୍ଲା। କାଠମାଣ୍ଡୁ ଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଏହି ଜିଲ୍ଲା ଅବସ୍ଥିତ।

ସେହିପରି ଏହାର ପ୍ରାୟ ଦୁଇ ଘଣ୍ଟା ପରେ ଦେଶର ଗୋରଖ ଧାଡ଼ିଙ୍ଗ ଅଞ୍ଚଳରେ ଆଉ ଏକ ଭୂକଂପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିଲା।

ତେବେ ଏହି ଦୁଇ ଭୂକଂପ ଝଟକାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଗତ ଏପ୍ରିଲରେ ୭.୯ ତୀବ୍ରତା ବିଶିଷ୍ଟ ଭୟଙ୍କର ଭୂକଂପ ପରେ ବର୍ତ୍ତମାନ ସୁଦ୍ଧା ନେପାଳରେ ୩୨୮ ଟି ଭୂକଂପ ଝଟକା ଅନୁଭୁତ ହୋଇସାରିଲାଣି। ଏସବୁ ଭୂକଂପ ଝଟକାର ତୀବ୍ରତା ୪ ଉପରେ ରହିଛି। ଏପ୍ରିଲ ମାସରେ ହୋଇଥିବା ଉକ୍ତ ବଡ଼ ଧରଣର ଭୂକଂପରେ ନେପାଳରେ ପ୍ରାୟ ୯୦୦୦ ଲୋକ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story