ନିର୍ଭୟା: ଅକ୍ଷୟର କ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ଷମା ଆବେଦନକୁ ଖାରଜ କରିଛନ୍ତି। ସେ ଶନିବାର ଏହି ଆବେଦନ କରିଥିବା କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ କ୍ଷମା ଆବେଦନ ଖାରଜ ହୋଇସାରିଛି। ଏହା ପୂର୍ବରୁ ମୁକେଶ ଏବଂ ବିନୟର କ୍ଷମା ଆବେଦନ ଖାରଜ ହୋଇସାରିଛି। ଏବେ ପୱନ ଗୁପ୍ତା କେବଳ କ୍ଷମା ଆବେଦନ କରିବାର ଅଛି। ୨୦୧୨ ମସିହା ଡିସେମ୍ବର […]

akshay

akshay

Subrat Kumar Nayak
  • Published: Wednesday, 05 February 2020
  • Updated: 05 February 2020, 09:29 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ଷମା ଆବେଦନକୁ ଖାରଜ କରିଛନ୍ତି। ସେ ଶନିବାର ଏହି ଆବେଦନ କରିଥିବା କୁହାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ କ୍ଷମା ଆବେଦନ ଖାରଜ ହୋଇସାରିଛି। ଏହା ପୂର୍ବରୁ ମୁକେଶ ଏବଂ ବିନୟର କ୍ଷମା ଆବେଦନ ଖାରଜ ହୋଇସାରିଛି। ଏବେ ପୱନ ଗୁପ୍ତା କେବଳ କ୍ଷମା ଆବେଦନ କରିବାର ଅଛି।

୨୦୧୨ ମସିହା ଡିସେମ୍ବର ୧୬ର ଏହି ଜଘନ୍ୟ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ୬ ଜଣ ଚଳନ୍ତା ବସ୍‌ରେ ଏଭଳି ଘଟଣା ଘଟାଇଥିଲେ। ଏହାର ୧୫ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରମୁଖ ଅଭିଯୁକ୍ତ ରାମ ସିଂହ ଶୁଣାଣି ଆରମ୍ଭ ହେବା ପୂର୍ବରୁ ତିହାର ଜେଲରେ ଆତ୍ମହତ୍ୟା କରିଥିଲା। ସେହିଭଳି ଜଣେ ନାବାଳକକୁ ଜୁଭେନାଇଲ ଆକ୍ଟ ଅନୁଯାୟୀ ୨୦୧୫ରେ ମୁକ୍ତ କରାଯିବା ସହ ତା’ର ଜୀବନ ପ୍ରତି ବିପଦ ଥିବାରୁ ତା’କୁ ଏକ ଅଜଣା ସ୍ଥାନକୁ ପଠାଇ ଦିଆଯାଇଛି।

ବର୍ତ୍ତମାନ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ଚୂଡ଼ାନ୍ତ ହୋଇସାରିଛି। କିନ୍ତୁ ଦୋଷୀମାନେ ଆଇନର ସୁଯୋଗ ନେଇ ବାରମ୍ବାର ତାରିଖ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story