ମାସକରେ ୧୦ କୋଟି ଟିକା ପ୍ରସ୍ତୁତ କ୍ଷମତା ରଖିଛି ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ : କରୋନା ଟିକା ସଂପର୍କରେ ନୀତି ଆୟୋଗ ସଦସ୍ୟ ଭିକେ ପଲ ନୂଆ ସୂଚନା ଦେଇଛନ୍ତି। ଭାରତରେ ପ୍ରସ୍ତୁତ ୨ଟି ଟିକାର ପରୀକ୍ଷଣ ଚାଲୁ ରହିଛି । ଭାରତ ବାୟୋଟେକ ଟିକାର ଷ୍ଟେଜ୍ ୩ ପରୀକ୍ଷଣ ଚାଲୁ ରହିଛି । କାଡିଲାକ୍ ପ୍ରସ୍ତୁତ ଟିକାର ଷ୍ଟେଜ୍-୨ ପରୀକ୍ଷଣ ଏବେ ଜାରି ରହିଛି । ଏହା ବ୍ୟତିତ ଆମେରିକା ପ୍ରସ୍ତୁତ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିଛି । ଆସନ୍ତା ସପ୍ତାହରେ ଭାରତରେ କୋଭିସିଲଡର ଷ୍ଟେଜ୍-୩ ପରୀକ୍ଷଣ ହେବ […]

vk

vk

Tapas Behera
  • Published: Tuesday, 08 September 2020
  • Updated: 09 September 2020, 12:20 AM IST

Sports

Latest News

ନୂଆଦିଲ୍ଲୀ : କରୋନା ଟିକା ସଂପର୍କରେ ନୀତି ଆୟୋଗ ସଦସ୍ୟ ଭିକେ ପଲ ନୂଆ ସୂଚନା ଦେଇଛନ୍ତି। ଭାରତରେ ପ୍ରସ୍ତୁତ ୨ଟି ଟିକାର ପରୀକ୍ଷଣ ଚାଲୁ ରହିଛି । ଭାରତ ବାୟୋଟେକ ଟିକାର ଷ୍ଟେଜ୍ ୩ ପରୀକ୍ଷଣ ଚାଲୁ ରହିଛି । କାଡିଲାକ୍ ପ୍ରସ୍ତୁତ ଟିକାର ଷ୍ଟେଜ୍-୨ ପରୀକ୍ଷଣ ଏବେ ଜାରି ରହିଛି । ଏହା ବ୍ୟତିତ ଆମେରିକା ପ୍ରସ୍ତୁତ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିଛି ।

ଆସନ୍ତା ସପ୍ତାହରେ ଭାରତରେ କୋଭିସିଲଡର ଷ୍ଟେଜ୍-୩ ପରୀକ୍ଷଣ ହେବ ।୧୭ଟି ଜାଗାରେ ୧୬୦୦ ସ୍ୱେ ଚ୍ଛାସେବୀଙ୍କ ଠାରେ ଟିକା ପରୀକ୍ଷଣ ହେବ । ପୁଣେର ସେରମ ଇନଷ୍ଟିଚ୍ୟୁଟ ଟିକାର ଉତ୍ପାଦନ ଦାୟିତ୍ୱ ନେଇଛି । ସେରମ ଇନଷ୍ଟିଚ୍ୟୁଟ ମାସକରେ ୧୦ କୋଟି ଟିକା ପ୍ରସ୍ତୁତ କ୍ଷମତା ରଖିଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos