ନୀତି ଆୟୋଗ ଅଫିସ୍ ସିଲ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌କୁ ସିଲ୍ କରି ଦିଆଯାଇଛି। ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ୪୮ ଘଣ୍ଟା ପାଇଁ ଏହି ଅଫିସ୍‌କୁ ସିଲ୍ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୭ ଦିନ ମଧ୍ୟରେ ଦେଶର ୮୦ଟି ଜିଲ୍ଲାରେ ଜଣେ ବି ହେଲେ ନୂଆ କରୋନା ପଜିଟିଭ୍ ଚିହ୍ନଟ […]

nitiayoga

nitiayoga

Jitendra Garnayak
  • Published: Tuesday, 28 April 2020
  • Updated: 28 April 2020, 12:54 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌କୁ ସିଲ୍ କରି ଦିଆଯାଇଛି। ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ୪୮ ଘଣ୍ଟା ପାଇଁ ଏହି ଅଫିସ୍‌କୁ ସିଲ୍ କରାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୭ ଦିନ ମଧ୍ୟରେ ଦେଶର ୮୦ଟି ଜିଲ୍ଲାରେ ଜଣେ ବି ହେଲେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ୧୪ ଦିନରେ ୪୭ଟି ଜିଲ୍ଲାରେ କରୋନାର ଗୋଟିଏ ବି ନୂଆ ମାମଲା ଦେଖିବାକୁ ମିଳିନାହିଁ। ସେହିପରି ଗତ ୨୧ ଦିନରେ ୩୯ଟି ଜିଲ୍ଲାରୁ ନୂଆ ମାମଲା ଆସିନି। ଏମିତିକି ଗତ ୨୮ ଦିନରେ ୧୭ ଟି ଜିଲ୍ଲାରୁ ଗୋଟିଏ ବି ନୂଆ ମାମଲା ଆସିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story