ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କୁ ବଡ଼ ଝଟ୍‌କା। ନୱାଜଙ୍କୁ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ। କେବଳ ନୱାଜ୍ ନୁହନ୍ତି ତାଙ୍କ ଝିଅ ମରିୟମ୍ ସରିଫ୍‌ଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ଏଥିସହିତ ପୂର୍ବତନ ସୁରକ୍ଷା ଅଧିକାରୀ ତଥା ନୱାଜଙ୍କୁ ଜ୍ୱାଇଁ ସଫଦର ଅୱନଙ୍କୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି। ନୱାଜଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ଚାଲିଥିଲା। ଇଂଲଣ୍ଡର […]

nawas

nawas

Rakesh Mallick
  • Published: Friday, 06 July 2018
  • Updated: 06 July 2018, 07:26 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କୁ ବଡ଼ ଝଟ୍‌କା। ନୱାଜଙ୍କୁ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ। କେବଳ ନୱାଜ୍ ନୁହନ୍ତି ତାଙ୍କ ଝିଅ ମରିୟମ୍ ସରିଫ୍‌ଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ଏଥିସହିତ ପୂର୍ବତନ ସୁରକ୍ଷା ଅଧିକାରୀ ତଥା ନୱାଜଙ୍କୁ ଜ୍ୱାଇଁ ସଫଦର ଅୱନଙ୍କୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି।

ନୱାଜଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ଚାଲିଥିଲା। ଇଂଲଣ୍ଡର ଏଭିନ୍ୟୁ ଫିଲ୍ଡରେ ୪ଟି ଫ୍ଲାଟର ମାଲିକାନା ରହିଛି ନୱାଜଙ୍କ ନାମରେ। ୨୦୧୫ ପାନାମା ପେପର୍ ଲିକ୍ ପରେ ଏନେଇ ବଡ଼ ଧରଣର ଖୁଲାସା ହୋଇଥିଲା। ନୱାଜ୍ ଏବଂ ତାଙ୍କ ପରିବାରର ଇଂଲଣ୍ଡର ବିଭିନ୍ନ ସ୍ଥାନରେ ଆଲିଶାନ୍ କୋଠା ସହ ଅନେକ ସମ୍ପତ୍ତି ରହିଥିବା ଜଣାପଡ଼ିଥିଲା। ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ନୱାଜ୍। ତେବେ ଆଜି ଏସିବି କୋର୍ଟରେ ମାମଲାର ଶୁଣାଣି ବେଳେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କୋର୍ଟ ପ୍ରଥମେ ୧୨ଟା ୩୦ ଏବେ ପରେ ୨ଟା ୩୦ ଏବଂ ଶେଷରେ ୩ଟା ବେଳେ ରାୟ ଶୁଣାଇଥିଲେ। ବାରମ୍ବାର କୋର୍ଟ କାର୍ଯ୍ୟକୁ ମୁଲତବୀ କରାଯାଇଥିବା ସୂଚନା ମିଳିଛି। ପାକିସ୍ତାନରେ ଆଗାମୀ କିଛି ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ତା ପୂର୍ବରୁ ନୱାଜଙ୍କ ଦଣ୍ଡାଦେଶ ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ମରିୟମ୍ ଚଳିତ ନିର୍ବାଚନରେ ପାକିସ୍ତାନ ମୁସଲିମ୍ ଲିଗ୍‌ ପ୍ରମୁଖ ଚେହେରା ଭାବେ ବିଭିନ୍ନ ସଭାରେ ନଜର ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story