ଇସ୍‌ଲାମାବାଦ ହାଇକୋର୍ଟ ଗଲେ ନୱାଜ ସରିଫ୍

ନୂଆଦିଲ୍ଲୀ: ଦଣ୍ଡାଦେଶ ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋର ରାୟକୁ ଖାରଜ କରିବା ସହ ତୁରନ୍ତ ଜାମିନ ଦେବା ପାଇଁ ସେ ଆବେଦନ କରିଛନ୍ତି । ଇଂଲଣ୍ଡର ଏଭିନ୍ଫିଲ୍ଠ ପ୍ରପଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ […]

k-888

k-888

Rakesh Mallick
  • Published: Monday, 16 July 2018
  • Updated: 16 July 2018, 06:22 PM IST

Sports

Latest News

ନୂଆଦିଲ୍ଲୀ: ଦଣ୍ଡାଦେଶ ବିରୋଧରେ ଇସ୍‌ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋର ରାୟକୁ ଖାରଜ କରିବା ସହ ତୁରନ୍ତ ଜାମିନ ଦେବା ପାଇଁ ସେ ଆବେଦନ କରିଛନ୍ତି । ଇଂଲଣ୍ଡର ଏଭିନ୍ଫିଲ୍ଠ ପ୍ରପଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି।

ଶୁକ୍ରବାର ପାକିସ୍ତାନ ପହଞ୍ଚିବା ପରେ ନୱାଜ ସିରଫ ଓ ତାଙ୍କ ଝିଅ ମରୟମଙ୍କୁ ପୋଲିସ ଗିରଫ କରିଥିଲା।   ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲରେ ବି କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଭ୍ରଷ୍ଟାଚାର ମାମଲାରେ ନୱାଜଙ୍କୁ ୧୦ ବର୍ଷ ଏବଂ ଝିଅ ମରିୟାମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ତାଙ୍କୁ ଓ ତାଙ୍କ କନ୍ୟା ମରିୟାମ୍‌ଙ୍କୁ ଗିରଫ କରାଯାଇଛି। ବିଦେଶରୁ ଆସି ଲାହୋରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos