ପଞ୍ଜାବ ନିର୍ବାଚନ ଦାୟିତ୍ୱ ନେବେ ଅରବିନ୍ଦ କ୍ରେଜିୱାଲ

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ଦାୟିତ୍ୱ ନିଜ ନେବେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କ୍ରେଜିୱାଲ ଔପଚାରିକ ଭାବେ ଘୋଷଣା କରିଛନ୍ତି। ସେ କହିଛନ୍ତି,“ମୁଁ ୮ ତାରିଖରେ  ପଞ୍ଜାବ ଯିବି। ୧୧ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବି। ୧୦ ଦିନ ପାଇଁ ମୁଁ ମୋର ଅସ୍ତ୍ରୋପଚାର କରିବା ପାଇଁ ପାଇଁ ଯିବି। ଅପରେଶନ୍‌ ସାରି ପୁଣି ପଞ୍ଜାବ ଫେରିବି।” ସେ ଆହୁରି ମଧ୍ୟ କହିଛନ୍ତି,“ପଞ୍ଜାବର ନିର୍ବାଚନ ଦାୟିତ୍ୱ ମୁଁ ନିଜେ ନେଉଛି। […]

kejriwal

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 03:47 PM IST

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ଦାୟିତ୍ୱ ନିଜ ନେବେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କ୍ରେଜିୱାଲ ଔପଚାରିକ ଭାବେ ଘୋଷଣା କରିଛନ୍ତି। ସେ କହିଛନ୍ତି,“ମୁଁ ୮ ତାରିଖରେ  ପଞ୍ଜାବ ଯିବି। ୧୧ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବି। ୧୦ ଦିନ ପାଇଁ ମୁଁ ମୋର ଅସ୍ତ୍ରୋପଚାର କରିବା ପାଇଁ ପାଇଁ ଯିବି। ଅପରେଶନ୍‌ ସାରି ପୁଣି ପଞ୍ଜାବ ଫେରିବି।”

ସେ ଆହୁରି ମଧ୍ୟ କହିଛନ୍ତି,“ପଞ୍ଜାବର ନିର୍ବାଚନ ଦାୟିତ୍ୱ ମୁଁ ନିଜେ ନେଉଛି। ସେଥିପାଇଁ  ଡରିବାର କିଛି କାରଣ ନାହିଁ। ନିର୍ବାଚନ ପୂର୍ବ ଚାରି ପାଞ୍ଚ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।”

କିଛିଦିନ ପୂର୍ବରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ନେତା ସୁଚ୍ଚା ସିଂହଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଦଳରୁ ବାହାର କରି ଦିଆଯାଇଥିଲା।

Related story