ଟୁଇଟରରୁ ବିଜେପି ନେତ୍ରୀର ପରିଚୟ ହଟାଇଲେ ପଙ୍କଜା ମୁଣ୍ଡେ

ମୁମ୍ୱାଇ: ବୋଧହୁଏ ଦଳ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତ୍ରୀ ପଙ୍କଜା ମୁଣ୍ଡେ। ନିକଟରେ ଫେସବୁକ ଜରିଆରେ ଏଭଳି କିଛି ଇଙ୍ଗିତ କରିଥିଲେ ଏବେ ଟୁଇଟରରୁ ବିଜେପି ନେତ୍ରୀର ପରିଚୟ ହଟାଇ ଦେଇଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଯଦି ପଙ୍କଜା ଦଳ ଛାଡ଼ିବେ ତାହେଲେ କେଉଁ ଦଳକୁ ଯିବେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା।  ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ପଙ୍କଜାଙ୍କ […]

pankaja

pankaja

Subhransu Sekhar
  • Published: Monday, 02 December 2019
  • Updated: 02 December 2019, 04:48 PM IST

ମୁମ୍ୱାଇ: ବୋଧହୁଏ ଦଳ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତ୍ରୀ ପଙ୍କଜା ମୁଣ୍ଡେ। ନିକଟରେ ଫେସବୁକ ଜରିଆରେ ଏଭଳି କିଛି ଇଙ୍ଗିତ କରିଥିଲେ ଏବେ ଟୁଇଟରରୁ ବିଜେପି ନେତ୍ରୀର ପରିଚୟ ହଟାଇ ଦେଇଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଯଦି ପଙ୍କଜା ଦଳ ଛାଡ଼ିବେ ତାହେଲେ କେଉଁ ଦଳକୁ ଯିବେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା।  ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ପଙ୍କଜାଙ୍କ ଦଳ ଛାଡ଼ିବା ଖବର ଗୁଜବ ବୋଲି ସେ କହିଛନ୍ତି। ପଙ୍କଜା ଦଳରେ ଆଜି ଅଛନ୍ତି ଆଗକୁ ରହିବେ ବୋଲି ମଧ୍ୟ ସେ କହିଛନ୍ତି। ନିର୍ବାଚନରେ ହାରିବା ପରେ ଆତ୍ମସମୀକ୍ଷା କରିବା ପାଇଁ ସେ ନିଜ ସମର୍ଥକଙ୍କୁ ଡାକିଥାଇପାରନ୍ତି ବୋଲି ପାଟିଲ କହିଛନ୍ତି।

ପଙ୍କଜାଙ୍କ ବାପା ଗୋପୀନାଥ ମୁଣ୍ଡେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିଲେ। ଶିବସେନା ସହ ବିଜେପିର ମେଣ୍ଟ ପଛରେ ଗୋପୀନୀଥଙ୍କର ଏକ ପ୍ରମୁଖ ଭୂମିକା ଥିଲା। ମୁଣ୍ଡେ ପରିବାର ଓ ଠାକରେ ପରିବାରର ଦୋସ୍ତି ମଧ୍ୟ ପୁରୁଣା। ତେଣୁ ଏବେ ପଙ୍କଜା ଶିବସେନାକୁ ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପଙ୍କଜା ବିଧାନସଭା ନିର୍ବାଚନରେ ତାଙ୍କ କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କ ପାଖରୁ ହାରିଛନ୍ତି। ସେ ଏନସିପିରେ ଥିବାରୁ ପଙ୍କଜା ଶିବସେନାକୁ ଯିବେ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପରେ ବିଜେପି ଫଡନାବିସଙ୍କ ନେତୃତ୍ୱରେ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ଏଠି ସରକାର ଗଢ଼ିଥିଲା। ଏହି ଅଳ୍ପ ଦିନର ସରକାର ଗଢିବା ପଛରେ ଅଜିତ ଓ ଫଡନାବିସଙ୍କ ମଧ୍ୟରେ ଯୋଗସୂତ୍ର ସାଜିଥିଲେ ଧନଞ୍ଜୟ। ଯାହାକୁ ବୋଧହୁଏ ସହଜରେ ଗ୍ରହଣ କରିପାରି ନାହାନ୍ତି ପଙ୍କଜା ମୁଣ୍ଡେ।

ସେହିପରି ପଙ୍କଜା ଫେସବୁକରେ ଲେଖିଛନ୍ତି, ୧୨ ଡିସେମ୍ୱର ବାପାଙ୍କର ଜନ୍ମଦିନ। ଏହି ଅବସରରେ ସମର୍ଥକଙ୍କୁ ଡାକିଛି। ସମର୍ଥକଙ୍କ ସହ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ହେଲେ ବିଜେପି ନେତା ପଙ୍କଜାଙ୍କ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story