ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ୍‌ ହୋଇପାରେ। ତିନ୍‌ ତଲାକ୍ ବିଲ୍‌ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ପାରିତ କରିବାକୁ ଚେଷ୍ଟା କରିବେ। ମହିଳା ସଂରକ୍ଷଣ ବିଲ୍‌ ପାସ୍ କରାଇବା ଉପରେ କଂଗ୍ରେସ୍‌ ଗୁରୁତ୍ୱ […]

indian-parliament

indian-parliament

Rakesh Mallick
  • Published: Wednesday, 18 July 2018
  • Updated: 18 July 2018, 11:34 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ୍‌ ହୋଇପାରେ।

ତିନ୍‌ ତଲାକ୍ ବିଲ୍‌ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ପାରିତ କରିବାକୁ ଚେଷ୍ଟା କରିବେ। ମହିଳା ସଂରକ୍ଷଣ ବିଲ୍‌ ପାସ୍ କରାଇବା ଉପରେ କଂଗ୍ରେସ୍‌ ଗୁରୁତ୍ୱ ଦେବ। ଏହି ବିଲ୍‌କୁ ଦଳ ସମର୍ଥନ କରିଛି। ଏନେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେହିପରି ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କିଛି ନୂଆ ବିଲ୍ ଆଗତ ହୋଇପାରେ।

ବିଜେଡି ମହାନଦୀ, ପୋଲାଭରମ୍ ଓ ଏମ୍ଏସ୍‌ପି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ସୂଚନା ଦେଇଛି।

ଗତ ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଏଥର ସୁରୁଖୁରୁରେ ଗୃହ ଚଳାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story