ପଠାନକୋଟ୍‌ ଜଙ୍ଗଲରୁ ପାକିସ୍ତାନକୁ କଲ୍‌

ପଠାନକୋଟ: ଆତଙ୍କବାଦୀମାନେ ପୁଣି ପଞ୍ଜାବର ପଠାନକୋଟ ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା ଚଳାଇଛନ୍ତି। ପଠାନକୋଟ୍‌ ଅଞ୍ଚଳରେ ଥିବା ଜଙ୍ଗଲରୁ ପାକିସ୍ତାନକୁ ବିଳମ୍ବିତ ରାତିରେ କଲ୍ କରାଯାଇଥିବା ତଦନ୍ତକାରୀ ଟିମ୍‌ ଧରିଛନ୍ତି। ପଠାନକୋଟଠାରୁ ୧୫ କି.ମି. ଦୂର ଗୁଜରାଟ ଗାଁର ପଟବନୀ ଜଙ୍ଗଲରୁ ବିଳମ୍ବିତ ରାତିରେ ଏହି ଫୋନ୍ କଲ୍ ଯାଇଛି। ଗୁଇନ୍ଦା ଏହି କଲ୍‌ ବିଷୟରେ ଜାଣିବାକୁ ଲାଗିପଡ଼ିଛି।

pathnkot

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:19 PM IST

Related story