ପଡ଼ି ଜଳିଗଲା ବିମାନ

ଅଲମାଟି: ବିମାନ ବନ୍ଦରରୁ ଟେକ୍ ଅଫ୍ ନେବା ବେଳେ ଏକ ଦୁଇ ମହଲା କୋଠା ସହ ଏକ ଯାତ୍ରୀବାହୀ ବିମାନ ବାଡ଼େଇ ହୋଇଛି। ଫଳରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କାଜାଖସ୍ତାନର ଅଲମାଟି ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ୯୫ ଯାତ୍ରୀ ଏବଂ ୫ ଜଣ କ୍ର୍ୟୁ ସଦସ୍ୟ ଥିଲେ। ବିମାନଟି କାଜାଖସ୍ତାନର ସବୁଠୁ ବଡ଼ ସହର ଅଲମାଟିରୁ ଦେଶର ରାଜଧାନୀ ନୁରୁସୁଲ୍ତାନ ଯାଉଥିଲା। ମିଳିଥିବା ରିପୋର୍ଟ ଅନୁୟାୟୀ ଏଯାବତ ୧୪ […]

kazagasthan

kazagasthan

Subhransu Sekhar
  • Published: Friday, 27 December 2019
  • Updated: 27 December 2019, 11:35 AM IST

Sports

Latest News

ଅଲମାଟି: ବିମାନ ବନ୍ଦରରୁ ଟେକ୍ ଅଫ୍ ନେବା ବେଳେ ଏକ ଦୁଇ ମହଲା କୋଠା ସହ ଏକ ଯାତ୍ରୀବାହୀ ବିମାନ ବାଡ଼େଇ ହୋଇଛି। ଫଳରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। କାଜାଖସ୍ତାନର ଅଲମାଟି ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ୯୫ ଯାତ୍ରୀ ଏବଂ ୫ ଜଣ କ୍ର୍ୟୁ ସଦସ୍ୟ ଥିଲେ। ବିମାନଟି କାଜାଖସ୍ତାନର ସବୁଠୁ ବଡ଼ ସହର ଅଲମାଟିରୁ ଦେଶର ରାଜଧାନୀ ନୁରୁସୁଲ୍ତାନ ଯାଉଥିଲା।

ମିଳିଥିବା ରିପୋର୍ଟ ଅନୁୟାୟୀ ଏଯାବତ ୧୪ ଜଣ ଯାତ୍ରୀଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଅନେକ ଆହତ ହୋଇଥିବା ସୂଚନା ରହିଛି। ବେକ୍ ଏୟାର ଫ୍ଲାଇଟ୍ ୨୧୦୦ ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭ଟା ୦୫ରେ ଅଲମାଟି ବିମାନ ବନ୍ଦରରୁ ଟେକ୍ ଅଫ୍ କରିବାର କିଛି ସମୟ ପରେ ରାଡ଼ାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ବିମାନଟି ଦୁର୍ଘଟଣାର ଶିକାର ହେବା ପରର ଭିଡିଓ ଚିତ୍ର ହସ୍ତଗତ ହୋଇଛି। ଦୁର୍ଘଟଣାର ଶିକାର ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଖାଲି ବିମାନ ନୁହେଁ ପାଖରେ ଥିବା ଘର ଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।

ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ଘଟଣାସ୍ଥଳରେ ଦମକଳ ବିହାନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଏଥିସହ ବିମାନଟି ଖସି ପଡ଼ିଥିବା ସ୍ଥାନରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story