ଖୋଲିଲା କେଦାରନାଥ, ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ: ହିମାଳୟରେ ଥିବା କେଦାରନାଥ ଧାମ ଆଜି ଖୋଲା ହେବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରାଯାଇଛି। ସକାଳ ୬ଟା ୧୦ରେ ଆଜି କେଦାରନାଥ ଧାମ ଖୋଲା ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିନା ଭକ୍ତରେ କେଦାରନାଥ ଧାମରେ ପୂଜାର୍ଚ୍ଚନା କରାଯାଇଛି। ଲକଡାଉନ୍ ପାଇଁ ସବୁ ବନ୍ଦ ରହିଛି। କେବଳ ପୂଜକ ଏବଂ ମନ୍ଦିର ପ୍ରଶାସନର କିଛି ଅଧିକାରୀ ଉପସ୍ଥିତ […]

kedarnath

kedarnath

Subhransu Sekhar
  • Published: Wednesday, 29 April 2020
  • Updated: 29 April 2020, 03:44 PM IST

Sports

Latest News

ଡେରାଡୁନ: ହିମାଳୟରେ ଥିବା କେଦାରନାଥ ଧାମ ଆଜି ଖୋଲା ହେବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରାଯାଇଛି। ସକାଳ ୬ଟା ୧୦ରେ ଆଜି କେଦାରନାଥ ଧାମ ଖୋଲା ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ତେବେ ପ୍ରଥମ ଥର ପାଇଁ ବିନା ଭକ୍ତରେ କେଦାରନାଥ ଧାମରେ ପୂଜାର୍ଚ୍ଚନା କରାଯାଇଛି। ଲକଡାଉନ୍ ପାଇଁ ସବୁ ବନ୍ଦ ରହିଛି। କେବଳ ପୂଜକ ଏବଂ ମନ୍ଦିର ପ୍ରଶାସନର କିଛି ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ କିନ୍ତୁ ସାମାଜିକ ଦୂରତ୍ୱକୁ ପାଳନ କରାଯାଇଥିଲା ବୋଲି ମନ୍ଦିର ବୋର୍ଡର ମିଡିଆ ପ୍ରଭାରୀ ହରିଷ ଗୌର ସୂଚନା ଦେଇଛନ୍ତି। କୌଣସି ଭକ୍ତ କିନ୍ତୁ ମନ୍ଦିର ଦର୍ଶନ ପାଇଁ ଆସିପାରିବେ ନାହିଁ। ଲକଡାଉନ୍ ପାଇଁ କଟକଣା ରହିଛି ବୋଲି ସେ କହିଛନ୍ତି।

https://twitter.com/tsrawatbjp/status/1255321237112467461

ପ୍ରଥମେ ଭୋର ୩ଟା ସମୟରେ କେଦାରନାଥ ମନ୍ଦିର ଖୋଲା ହୋଇଥିଲା। ଏହି ସମୟରେ ମୁଖ୍ୟ ପୂଜକ ଶିବ ଶଙ୍କର ଲିଙ୍ଗ ସ୍ୱତନ୍ତ୍ର ପୂଜା (ସମାଧି ପୂଜା) କରିଥିଲେ। ଏହାପରେ ସକାଳ ୬ଟାରେ ଦୈନନ୍ଦିନ ପୂଜା ହୋଇଥିଲା।

ତେବେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଯାଇନଥିଲେ ତାଙ୍କ ଦ୍ୱାରା ଏହି ରୁଦ୍ରାଭିଷେକ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story