ଅର୍ଥନୀତିରେ ସୁଧାର ପାଇଁ ୪ ଦିନ କାମ କରିବାକୁ ଆହ୍ୱାନ

ଓ୍ୱେଲିଂଟନ: କରୋନା ପାଇଁ ଅନେକ ଦେଶ ଲକଡାଉନ୍ ରହିଛି। ଲକଡାଉନ୍ ପାଇଁ ଅନେକ ଦେଶର ଅର୍ଥନୀତିକ ସ୍ଥିତି ଭୁଶୁଡ଼ି ପଡ଼ିଛି। ଆଗାମୀ ଦିନରେ ଦିନକୁ ୧୨ ଘଣ୍ଟା ଲେଖାଏଁ କାମ କରି ଅର୍ଥନୀତିରେ ସୁଧାର ଆଣିବା ପାଇଁ କିଛି ଦେଶ ଚିନ୍ତା କରୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସପ୍ତାହକୁ ୪ ଦିନ ପାଇଁ କାମ କରିବା ଦରକାର ବୋଲି କହିଛନ୍ତି। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡର କମ୍ପାନୀ ମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ଜସିଣ୍ଡା ଅରର୍ଡେନ୍। ଲୋକମାନେ ୩ ଦିନ […]

new-zealand-pm-jacinda-ardern

new-zealand-pm-jacinda-ardern

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 08:29 PM IST

Sports

Latest News

ଓ୍ୱେଲିଂଟନ: କରୋନା ପାଇଁ ଅନେକ ଦେଶ ଲକଡାଉନ୍ ରହିଛି। ଲକଡାଉନ୍ ପାଇଁ ଅନେକ ଦେଶର ଅର୍ଥନୀତିକ ସ୍ଥିତି ଭୁଶୁଡ଼ି ପଡ଼ିଛି। ଆଗାମୀ ଦିନରେ ଦିନକୁ ୧୨ ଘଣ୍ଟା ଲେଖାଏଁ କାମ କରି ଅର୍ଥନୀତିରେ ସୁଧାର ଆଣିବା ପାଇଁ କିଛି ଦେଶ ଚିନ୍ତା କରୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସପ୍ତାହକୁ ୪ ଦିନ ପାଇଁ କାମ କରିବା ଦରକାର ବୋଲି କହିଛନ୍ତି। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡର କମ୍ପାନୀ ମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ଜସିଣ୍ଡା ଅରର୍ଡେନ୍।

ଲୋକମାନେ ୩ ଦିନ ଛୁଟି ପାଇଲେ ସପ୍ତାହକୁ ୪ ଦିନ କର୍ମଚାରୀ କାମ କରିବେ। ଏହାଦ୍ୱାରା ଅଧିକ କାମ ହୋଇପାରିବ। ଛୁଟିରେ କର୍ମଚାରୀ ମାନେ ରହିଲେ ପରିବାର ଲୋକଙ୍କୁ ନେଇ ପର୍ଯ୍ୟଟନ ସ୍ଥଳ ଯିବେ ବୁଲିବାକୁ। ଏହାଦ୍ୱାରା ପର୍ଯ୍ୟଟନରେ ଆୟ ବଢ଼ିବ। କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ଏଭଳି କଲେ ଦେଶର ଅର୍ଥନୀତିରେ ସୁଧାର ଆସିବ ବୋଲି ପ୍ରଧାନମନ୍ତ୍ରୀ ଜସିଣ୍ଡା ଅରର୍ଡେନ୍ କହିଛନ୍ତି।

ସେ ଆହୁରି କହିଛନ୍ତି, ଏବେ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ବଦଳିବା ଦରକାର। ଜୀବନଶୈଳୀ ଓ ଓ୍ୱାର୍କ କଲଚର ମଧ୍ୟରେ ସନ୍ତୁଳନ ଆବଶ୍ୟକ। ଯଦି କର୍ମଚାରୀ ମାନେ ସପ୍ତାହକୁ ୪ ଦିନ କାମ କରିବେ ତା’ହେଲେ ଅଧିକ ବିଶ୍ରାମ ପାଇବେ। ଏହାଦ୍ୱାରା ଯେଉଁ ୪ ଦିନ କାମ କରିବେ ସେହି ଦିନରେ ସେମାନେ ଅଧିକ ଏବଂ ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ ବୋଲି ଫେସବୁକ ଜରିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ଜସିଣ୍ଡା ଅରର୍ଡେନ୍। ତେବେ କମ୍ପାନୀମାନଙ୍କୁ ଏହା ନିର୍ଦ୍ଦେଶ ନୁହେଁ ବରଂ ବିଚାର କରି ସହମତି ପ୍ରକାଶ କରିବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story