'ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ'

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପାକିସ୍ତାନ ଅଧିକୃତ କଶ୍ନୀରର ନେତା ଅମଜାଦ୍ ଆୟୁବ ମିର୍ଜା। ପିଓକେରେ ଆୟୁବ ହେଉଛନ୍ତି ଜଣେ ବଡ଼ ରାଜନୀତିକ ବ୍ୟକ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେବା ଅବସରରେ ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପିଓକେ ବାସୀଙ୍କ ଆଶା ସଞ୍ଚାର ହୋଇଛି। ଭାରତରେ ସାମିଲ୍ ହେବା ପାଇଁ ପିଓକେ ବାସୀ ଇଚ୍ଛୁକ। ପାକିସ୍ତାନ ବିରୋଧରେ ମୋଦିଙ୍କ ଗୋଟିଏ ପରେ ଗୋଟିଏ ରଣନୀତି ସଫଳ […]

Amjad-Ayub-Mirza-Pm-modi (1)

Amjad-Ayub-Mirza-Pm-modi (1)

Subhransu Sekhar
  • Published: Monday, 28 September 2020
  • Updated: 28 September 2020, 10:43 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପାକିସ୍ତାନ ଅଧିକୃତ କଶ୍ନୀରର ନେତା ଅମଜାଦ୍ ଆୟୁବ ମିର୍ଜା। ପିଓକେରେ ଆୟୁବ ହେଉଛନ୍ତି ଜଣେ ବଡ଼ ରାଜନୀତିକ ବ୍ୟକ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେବା ଅବସରରେ ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପିଓକେ ବାସୀଙ୍କ ଆଶା ସଞ୍ଚାର ହୋଇଛି। ଭାରତରେ ସାମିଲ୍ ହେବା ପାଇଁ ପିଓକେ ବାସୀ ଇଚ୍ଛୁକ। ପାକିସ୍ତାନ ବିରୋଧରେ ମୋଦିଙ୍କ ଗୋଟିଏ ପରେ ଗୋଟିଏ ରଣନୀତି ସଫଳ ହେଉଛି। ଏହା ଦେଖିବା ପରେ ପିଓକେ ବାସୀଙ୍କ ଚିନ୍ତାଧାରା ବଦଳିଛି ବୋଲି ସେ କହିଛନ୍ତି।

ଅମଜାଦ ଆୟୁବ ମିର୍ଜା କହିଛନ୍ତି ଯେ ଭାରତରେ ସାମିଲ ହେବା ପିଓକେ ବାସୀଙ୍କ ପୁରୁଣା ଇଚ୍ଛା। ଦୀର୍ଘ ଦିନ ଧରି ପରିସ୍ଥିତିରେ ପଡ଼ି ପିଓକେ ବାସୀ ନିଜ ଇଚ୍ଛାକୁ ଚାପି ରଖିଥିଲେ। ହେଲେ ଜମ୍ମୁ କଶ୍ମୀରରୁ ଧାରା 370 ହଟିବା ପରେ ପିଓକେ ବାସୀ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଚୀନ୍ ସହିତ ଭାରତର ବିବାଦ ଚାଲିଛି। ଲଦାଖକୁ ନେଇ ଯେଉଁ ବିବାଦ ଉପୁୁଜିଛି ଆଗାମୀ ଦିନରେ ପିଓକେ ବାସୀ ଭାରତକୁ ସମର୍ଥନ କରି ଚୀନ୍ ବିରୋଧରେ ଆନ୍ଦୋଳନ କରିବେ ବୋଲି ଅମଜାଦ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମିିଳିତ ଜାତିସଂଘର ସଭାରେ ପିଓକେକୁ ଛାଡ଼ିବା ପାଇଁ ଭାରତ ପାକିସ୍ତାନକୁ ଚେତାବନୀ ଦେଇସାରିଛି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସଂସଦରେ କହିସାରିଛନ୍ତି ଖବୁଶୀଘ୍ର ଭାରତ ପିଓକେକୁ ନିଜ ଅକ୍ତିଆରକୁ ଆଣିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story