ପୋଲାଭରମ୍‌ ପ୍ରକଳ୍ପ: ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଏନ୍‌ଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ ମାମଲାର ପୂର୍ଣ୍ଣାଙ୍ଗ ତଥ୍ୟ ସହ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବ୍ୟକ୍ତିଗତ ହାଜିରା ପାଇଁ  ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧିକାରୀଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

polavaram

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 12:58 PM IST

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ ମାମଲାର ପୂର୍ଣ୍ଣାଙ୍ଗ ତଥ୍ୟ ସହ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବ୍ୟକ୍ତିଗତ ହାଜିରା ପାଇଁ  ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧିକାରୀଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

Related story