ପୋଲାଭରମ ପ୍ରକଳ୍ପର ସ୍ଥିତି ସଂପର୍କରେ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ଏନ୍‌ଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ମାମଲାରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛି। ଜନଶୁଣାଣି ଓ ଜଳ ଭଣ୍ଡାରର ସ୍ଥିତି ସଂପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ଅକ୍ଟୋବର ୧୯ରେ ପରବର୍ତ୍ତୀ ଶୁଣାଣି ହେବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ପୋଲାଭରମ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁଛି। ଏନେଇ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

polavaram-2

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 04:30 PM IST

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ମାମଲାରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛି। ଜନଶୁଣାଣି ଓ ଜଳ ଭଣ୍ଡାରର ସ୍ଥିତି ସଂପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ଅକ୍ଟୋବର ୧୯ରେ ପରବର୍ତ୍ତୀ ଶୁଣାଣି ହେବ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ପୋଲାଭରମ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁଛି। ଏନେଇ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Related story